୧ମ କରନ୍ତିୟ 6:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ । အခန်းကိုကြည့်ပါ။ |
ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ “ ଜନ୍ ଲକ୍ମନ୍ ମର୍ ଲକ୍, ମୁଇ ସେମନର୍ ସଙ୍ଗ୍ ରଇବି । ତାକର୍ ବିତ୍ରେ ଚାଲାବୁଲା କର୍ବି । ମୁଇ ସେମନର୍ ପର୍ମେସର୍ ଅଇବି । ଆରି ସେମନ୍ ମର୍ ଲକ୍ ଅଇବାଇ ।”