୧ମ କରନ୍ତିୟ 6:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ତମର୍ ବିତ୍ରେ କେତେଲକ୍ କଇବାଇ, “ମୁଇ ଜନ୍ଟା ମନ୍ କଲିନି, ସେଟା କର୍ବି” । ମୁଇ କଇବି, “ଉଁ, ସେଟା ସତ୍, ମାତର୍ ସବୁ ବିସଇ ମର୍ ପାଇ ନିକ ନଏଁ ।” କେତେଲକ୍ କଇବାଇ ସବୁ କର୍ବାକେ ମର୍ ଅଦିକାର୍ ଆଚେ, । ମାତର୍ ମୁଇ କଇବି, ଜନ୍ ବିସଇ ମିସା ମକେ ଦାରି ରକିରଇବାକେ ମୁଇ ନ ଦେଇ, । အခန်းကိုကြည့်ပါ။ |
ତମେ ଗଟେକ୍ତେଇ ରୁଣ୍ଡିକରି ମିସି କାଇଲାବେଲେ, ତମର୍ ସଙ୍ଗ୍ ସେମନ୍ ଲାଜ୍ ଲାଗ୍ବା କାମ୍ କଲେ ମିସା ସେମନ୍ ତମର୍ ମୁଆଟେ ଲାଜ୍ ନ ଅଇକରି ସାଆସ୍ ସଙ୍ଗ୍ କାଇଲାଇନି । ମେଣ୍ଡାମନ୍କେ ନ ଚାରାଇ ନିଜେ ଚାରାଇଅଇଲା ଗଉଡ୍ ପାରା ଅଇଲାଇନି । ପବନ୍ ଆଇଲେ ଉଡାଇନେବା ପାନି ନ ମାର୍ବା ବାଦଲ୍ପାରା ଏମନ୍ ଆଚତ୍ । ପଲ୍ ଦେବା ବେଲାଇ କାଇପଲ୍ ନ ରଇବା ଗଚ୍ ଜେନ୍ତାରି ଉପାଡିକରି ସୁକ୍ବାକେ ଚାଡ୍ଲାପାରା, ସେନ୍ତାରି ଅଇ ସେମନ୍ ଆଚତ୍ ।