୧ମ କରନ୍ତିୟ 6:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ମାପ୍ରୁକେ ବିସ୍ବାସ୍ କର୍ବା ଆଗ୍ତୁ, ତମର୍ ବିତ୍ରେ କେ କେ ଏନ୍ତାରି ଅଇରଇଲାସ୍, ମାତର୍ ପର୍ମେସର୍ ତମର୍ ପାପ୍ ସବୁ ଦଇ ଦେଲା । ଆରି ମାପ୍ରୁ ଜିସୁ କିରିସ୍ଟ ଆରି ସୁକଲ୍ ଆତ୍ମାର୍ ଲାଗି ଦରମ୍ ବଲାଇ ଅଇଆଚାସ୍ । အခန်းကိုကြည့်ပါ။ |
ଜିସୁ ତାର୍ ସିସ୍ମନ୍କେ କଇଲା, “ସେ ଦୁଇଲକ୍ ପାର୍ତନା ସାରାଇ ବାଅଡ୍ଲାକେ, ସିସ୍ତୁମାଙ୍ଗୁସେ ପର୍ମେସର୍ ଦେକ୍ବା ଇସାବେ ଦରମ୍ ରଇଲା । ପାରୁସି ନାଇ । ଜେ ବଡ୍ପନ୍ ଦେକାଇ ଅଇସି ଆରି ବଡ୍ ବଲି ବାବ୍ସି, ତାକେ ପର୍ମେସର୍ ସାନ୍ ଲକ୍ କର୍ସି । ମାତର୍ ଜେ ନିଜ୍କେ ସାନ୍ ଲକ୍ପାରା ବାବ୍ସି ତାକେ ପର୍ମେସର୍ ବଡ୍ ଲକ୍ କର୍ସି, ଏ କାତା ଏତାଇ ରୁଆ ।”
ଅଇଲେ ମିସା ଆମେ ଜାନୁ, ମସାର୍ ନିୟମର୍ ଦାବି ପୁରାପୁରୁନ୍ କଲେ ନଏଁ, ମାତର୍ ଉଜେ ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲେ, ଗଟେକ୍ ଲକ୍ ପରମେସରର୍ ମୁଆଟେ ଦସ୍ ନ ରଇବା ଲକ୍ ବଲାଇଅଇସି । ତାର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାକେ, ଆମେ ଜିଉଦିମନ୍ ମିସା ଜିସୁକିରିସ୍ଟକେ ବିସ୍ବାସ୍ କଲୁନି । କାଇକେବଇଲେ ପର୍ମେସରର୍ ମୁଆଟେ କେମିସା ନିୟମ୍ ମାନ୍ବା ଲକ୍ ଦରମ୍ ବଲି ଏଜାଇ ନ ଅଅତ୍ ।
ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକର୍ ଦସା ସେନ୍ତାରି ରଇଲେ, ପର୍ମେସରର୍ ପଅକେ ଇନ୍ କର୍ବା ଗଟେକ୍ ଲକର୍ ଦସା କେତେକ୍ ଅଦିକ୍ ନ ରଏ । ଜଦି ତାର୍ ରାଜିନାମାର୍ ବନିକେ କାଇ ମୁଲିଅ ନାଇ ବଲି ଏଲାକରିଦେଲେ, ଏ ବନିର୍ ଲାଗି ସେ ପାପେଅନି ସେ ସୁକଲ୍ ଅଇରଇଲା । ସେନ୍ତାରି କର୍ବା ଲକ୍ ପର୍ମେସରର୍ ଆତ୍ମା ଜେ କି ଜିବନ୍ ଦୁକାଇ ଦୟା ଦେକାଇସି, ତାକେ ମିସା ମନ୍ଦୁକ୍ କରାଇଲାନି । ତାର୍ ଡଣ୍ଡ୍ କେତେକ୍ ଅଦିକ୍ ନ ଅଏ ।