୧ମ କରନ୍ତିୟ 6:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ଜଦି ତମର୍ ବିତ୍ରେ ଗଟେକ୍ ବିସ୍ବାସି ବାଇକେ ଆରି ଗଟେକ୍ ବିସ୍ବାସି ବାଇର୍ ବିରୁଦେ କାତା ରଇଲେ, ସେଟା ବିଚାର୍ କର୍ବାକେ ବିସ୍ବାସ୍ ନ କଲା ବିଚାର୍କାରିଆର୍ ଲଗେ ଜାଆ ନାଇ । ତାର୍ ବାଦୁଲେ ବିସ୍ବାସିମନ୍ ସେଟା ବିଚାର୍ କରତ୍ । အခန်းကိုကြည့်ပါ။ |