୧ମ କରନ୍ତିୟ 5:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ତେବେ ଆସା, ଆମର୍ ପାପ୍ ଆରି କାରାପ୍ ରଇବା ପୁର୍ନା କମିର୍ ଚାଡିଦେଉଁ ଆରି କମିର୍ ନ ମିସ୍ଲା ରୁଟି ପାରା ଜେନ୍ତିକି ସତ୍ ଆରି ସୁଆଲ୍ ଅଇ ଏ ପରବର୍ ସାର୍ଦା କରୁ । အခန်းကိုကြည့်ပါ။ |
ବାଇମନ୍ ଆମେ ବଡ୍ପନ୍ ଅଇକରି କଇବା ଗଟେକ୍ କାତା ଆଚେ । ସେଟା ଆମେ ସତ୍ ବଲି ଜାନ୍ଲୁନି ଆରି ସେଟା ଅଇଲାନି, । ସବୁଲକର୍ଟାନେ ଆରି, ତମର୍ଟାନେ ମିସା ଆମର୍ ଚଲାଚଲ୍ତି ସୁକଲ୍ ଆରି ଦରମ୍ ଆଚେ । ଏଟା ଆମର୍ ବିବେକ୍ ସାକି ଦେଲାନି । ଲକ୍ମନର୍ ଗିଆନ୍ ଇସାବେ ଆମେ କରୁନାଇ, ମାତର୍ ପର୍ମେସରର୍ ଜିବନ୍ ଦୁକାଇଲା ବପୁର୍ ସଙ୍ଗ୍ ଏ ସବୁଜାକ କଲୁନି ।