7 କାଇକେବଇଲେ ବିନ୍ ଲକର୍ଟାନେଅନି କେ ତମ୍କେ ବଡ୍ କରତ୍ ନାଇ । ଆରି ଜନ୍ ଗୁଣ୍ ତମେ ଦାନ୍ ଇସାବେ ମିଲାଇଆଚାସ୍ ସେଟା ପର୍ମେସର୍ ଦେଲାଆଚେ । ତେବେ ତମର୍ ନିଜର୍ଟା ବଲି ବଡ୍ପନ୍ ଅଇ କଇ ନାପାରାସ୍ ।
ତାର୍ ଆଗ୍ତୁ ସେ ତାର୍ ଦସ୍ଟା ଦାଙ୍ଗ୍ଡାମନ୍କେ ଡାକି, ଗଟେକ୍ ଗଟେକ୍ ଲକ୍କେ ଗଟେକ୍ ଗଟେକ୍ ସୁନାର୍ ଡାବୁ ଦେଇ କରି କଇଲା, “ମୁଇ ବାଉଡି ଆଇବାଜାକ ଏ ଡାବୁ ବେବାର୍ କରି ବୁତେକ୍ କରି ରୁଆ ।”
“ତାର୍ ମନ୍ ବିତ୍ରେ ରଇଲା ପୁରାପୁରୁନ୍ ଜିବନ୍ ଦୁକାଇବା ତେଇଅନି ଆମେ ସବୁ ଆସିର୍ବାଦ୍ ପାଇଆଚୁ । ଉଁ, ଆସିର୍ବାଦର୍ ପଚେ ଆସିର୍ବାଦ୍ ପାଇଆଚୁ ।
ଜଅନ୍ କଇଲା, “ପର୍ମେସର୍ ନ ଦେଲେ, କେ ମିସା କାଇଟା ନ ପାଅତ୍ ।
ପରମେସର୍ କିରିସ୍ଟର୍ ତେଇଅନି ମକେ ଗଟେକ୍ ପେରିତ୍ କଲାଆଚେ, ଜେନ୍ତାରି କି ସବୁ ଜଗତର୍ ଲକ୍ମନ୍କେ ତାର୍ ବିସଇ ଜାନାଇବି । ସେମନ୍ ସେଟା ବିସ୍ବାସ୍ କରି ମାନ୍ବାଇ ।
ପରମେସର୍ ମକେ ଜିବନ୍ଦୁକାଇକରି ଅଦିକାର୍ ଦେଲାକେ ତମ୍କେ ସବୁ ଲକ୍କେ କଇଲିନି, । କେ ମିସା ମୁଇ ବିନ୍ ଲକର୍ଟାନେଅନି ବଡ୍ ବଲି ବାବାନାଇ । ପରମେସର୍ ତମ୍କେ ଜେତ୍କି ବିସ୍ବାସ୍ ଦେଲାଆଚେ, ସେତ୍କି ନିଜ୍କେ ବିଚାର୍ କରା ।
ସେଟାର୍ ପାଇ ପରମେସର୍ ଆମ୍କେ ଜିବନ୍ ଦୁକାଇ ଜେତ୍କି ବିନ୍ ବିନ୍ ବପୁର୍ ଦାନ୍ ଦେଲା ଆଚେ, ସେ ସବୁ ବପୁ ଆମର୍ କାମେ ଲାଗାଇବାର୍ ଆଚେ । ଜଦି ଆମ୍କେ ପର୍ମେସରର୍ ବାକିଅ ଜାନାଇବା ବପୁ ଦେଲାଆଚେ, ସେନ୍ତାର୍ଆଲେ ଆମେ ପାଇରଇବା ବିସ୍ବାସ୍ ଇସାବେ ସେଟା କର୍ବାର୍ ଆଚେ ।
ଅଇଲେ ମିସା, ପର୍ମେସରର୍ ଜିବନ୍ ଦୁକାଇଲାଟାନେଅନି ମୁଇ ଏବେ ଏନ୍ତାରି ଆଚି । ତାର୍ ଜିବନ୍ ଦୁକାଇଲାଟା ମକେ ଦାରି ଆଚେ ବଲି ଜାନା ପଡ୍ଲାନି । କାଇକେବଇଲେ ମର୍ ସଙ୍ଗର୍ ପେରିତ୍ ମନର୍ଟାନେଅନି ମୁଇ ଅଦିକ୍ କାମ୍ କରିଆଚି । ମାତର୍ ସେଟା ମର୍ ନିଜର୍ ବପୁସଙ୍ଗ୍ ନାଇ, ପର୍ମେସର୍ ଜିବନ୍ ଦୁକାଇ ମକେ ସାଇଜ କଲା ।
ସେ ଇସାବେ ଦେକ୍ଲେ ଆପଲ୍ କେ ? ଆରି ମୁଇ ମିସା କେ ? ଆମେତା ଅବ୍କା ସେବା କରୁମନ୍ । ଜେନ୍ତିକି ତମ୍କେ ବିସ୍ବାସ୍ କର୍ବାକେ ଆମେ ସାଇଜ କଲୁ । ପର୍ମେସର୍ ଆମ୍କେ ଜନ୍ କାମ୍ କର୍ବାକେ ଦେଇରଇଲା, ଆମେ ସେ କାମ୍ କରିଆଚୁ ।
ଏନ୍ତାରି ଲକ୍କେ ତମର୍ ମଣ୍ଡଲିତେଇ ସଙ୍ଗଇକରି ଏନ୍ତି ବଡ୍ପନ୍ ଅଇବାଟା ବଲ୍ନାଇ । ମନେ ରକା କଣ୍ଡେକ୍ କମିରର୍ ଲାଗି, ଚକଟ୍ଲା ସବୁ ଗୁଣ୍ଡ୍ ଆମଟ୍ ଅଇଜାଇସି, ଏଟା କାଇ ତମେ ନାଜାନାସ୍ କି ?
ତମେ ସବୁଲକ୍ ମର୍ପାରା ବିବା ନ ଉଆ ବଲି ମୁଇ ମନ୍ କଲିନି । ମାତର୍ ଗଟେକ୍ ଗଟେକ୍ ଲକ୍କେ ପର୍ମେସରର୍ ଟାନେଅନି ମୁଲିଅ ରଇବା ଦାନ୍ ମିଲିଆଚେ । ଗଟେକ୍ ଲକ୍କେ ଗଟେକ୍ ରକାମ୍ଟା ଆରି ବିନ୍ ଲକ୍କେ ବିନ୍ ରକାମ୍ ଦାନ୍ ଦେଲାଆଚେ ।
ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।
ତାକେ ବିସ୍ବାସ୍ କର୍ବା ସବୁଲକ୍କେ ପର୍ମେସର୍ ବିନ୍ ବିନ୍ ଦାନ୍ ସର୍ପିଦେଲା ଆଚେ । ଗଟେକ୍ ବିସ୍ବାସ୍ ରଇବା ଗତିଦାଙ୍ଗ୍ଡା ପାରା ସେ ଦେଇରଇବା ଦାନ୍ ବିନ୍ ଲକର୍ ମଙ୍ଗଲ୍ ଅଇବାକେ ଦିଆସ୍ ।