3 ମାତର୍ ତମର୍ ବିତ୍ରେ କେତେକ୍ ଲକ୍ କି, ବିନ୍ ଲକ୍ କେ ମିସା ମର୍ କାମ୍ ଦେକି ମକେ ବିଚାର୍ନା କଲେ, ମକେ କାଇଟା ନଏଁ । ମୁଇ ନିଜେ ମର୍ ବିଚାର୍ନା ନ କରି ।
ବାଇରର୍ ବିସଇ ଦେକିକରି କାଇ ବିଚାର୍ କରାନାଇ । ଜନ୍ଟା ଟିକ୍, ସେ ଇସାବେ ବିଚାର୍ କରା ।”
ମାତର୍ ଜନ୍ଲକ୍ମନ୍ ଆତ୍ମା ପାଇଆଚତ୍, ସେ ସବୁ ବିସଇର୍ ମୁଲିଅ, ସତ୍ ବାବେ ବିଚାର୍ କର୍ସି । ଏଲେ ମିସା ତାକେ କେ ବିଚାର୍ ନ କରତ୍ ।
କିରିସ୍ଟ ଆରି ତରେକ୍ ଆଇବା ଦିନେ ଗଟେକ୍ ଗଟେକ୍ ଲକର୍ କରିରଇବା ସବୁ କାମ୍ କେନ୍ତାଟା ବଲି ଜଇଟାନେ ଜାନାପଡିଜାଇସି । ସେଟା ଗଟେକ୍ ଏନ୍ତି ବେଲା ଆଇସି ଜେଡେବେଲେ ସବୁ ଜିନିସ୍ ଜଇଟାନେ ପଡାଇ ପରିକା କରାଅଇସି ।
ଆରି ସେନ୍ତାରି ଦାଇତ୍ ନେଇରଇବା ସେବାକରୁମନ୍ ସତ୍ ବାବେ କାମ୍ କର୍ବାର୍ ଆଚେ ।
କାଇକେବଇଲେ ମୁଇ ନିଜର୍ ବିରୁଦେ କାଇ ଦସ୍ କଲାଟା ମର୍ ମନ୍ ନାଜାନେ । ଅଇଲେ ମିସା ମୁଇ ଇତି କାଇ ଦସ୍ ନ କଲା ଲକ୍ ବଲି କଇନଏ । ମାତର୍ ଜେ ମକେ ବିଚାର୍ କର୍ସି, ସେ ମାପ୍ରୁ ।