21 ମୁଇ ଆଇଲାବେଲେ ତମ୍କେ କେନ୍ତି ଚଲାଚଲ୍ତି ଦେକାଇବାର୍ ଆଚେ ? ମୁଇ ବେତ୍ଡାଙ୍ଗ୍ ଦାରି ତମର୍ ଲଗେ ଆଇବାର୍ କି, ଆଲାଦ୍ ଆରି ସାନ୍ତିର୍ ମନ୍ ଦାରି ଆଇବି ?
ସେ କରନ୍ତିଅତେଇ ଆରି କେବେ ନ ଆସେ, ବଲିକରି ତମର୍ ବିତ୍ରର୍ କେତେ ଲକ୍ ବଡ୍ପନ୍ ଅଇଆଚାସ୍ ।
ଏନ୍ତାରି ଲକ୍କେ ତାର୍ ଗାଗଡ୍ କୁରୁପ୍ନାସ୍ ଅଇଜିବାକେ ସଇତାନର୍ ଆତେ ସର୍ପି ଦେବାର୍ ଆଚେ । ସେନ୍ତାର୍ କଲେ ମାପ୍ରୁ ଆରି ତରେକ୍ ଆଇବା ବେଲେ ତାର୍ ଆତ୍ମା ରକିଆ ପାଇପାର୍ସି ।
ଜଦି ମୁଇ କଇବାଟା ସତ୍ ନାଇ, ସେନ୍ତାର୍ଆଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍ ଚଲାଚଲ୍ତିର୍ ବୁଲ୍ଟିକ୍ ଦେକ୍ଲେ, ତମେ ଦୁକ୍ କର୍ତାସ୍ ।
ତମେ କିରିସ୍ଟର୍ ଆଦେସ୍ ସବୁ ମାନ୍ଲାଟା ଦେକାଇଲା ପଚେ, ତେଇ ରଇବା ଜେତ୍କି ସବୁ ବିସ୍ବାସିମନ୍, ଜନ୍ଲକ୍ମନ୍ କି ତାର୍ ଆଦେସ୍ ମାନ୍ବାକେ ମନ୍ କରତ୍ ନାଇ, ସେମନ୍କେ ଡଣ୍ଡ୍ ଦେବାକେ ଆମେ ଜାଗ୍ରତ୍ ଅଇକରି ରଇବୁ ।
ତମର୍ ଉପ୍ରେ ଆମର୍ ଅଦିକାର୍ ଆଚେ । ସେଟା ପର୍ମେସର୍ ଆମ୍କେ ଦେଇରଇଲା । ମାତର୍ ସେ ଅଦିକାରର୍ ବିସଇନେଇ ଜଦି ମୁଇ ବେସି ବଡ୍ପନ୍ ଅଇଲିଆଚି, ସେଟାର୍ପାଇ ମକେ ଲାଜ୍ ନ ଲାଗେ । ତମ୍କେ ନସ୍ଟ କର୍ବା ଅଦିକାର୍ ସେ ମକେ ଦେଏନାଇ, ମାତର୍ ଜେନ୍ତି କି ତମର୍ ବିସ୍ବାସ୍ ଡାଁଟ୍ କରାଇବି ।
ମୁଇ ତିତସ୍କେ ତମର୍ ଲଗେ ଜିବାକେ ବାବୁଜିଆ କଲି । ଆରି ତାର୍ସଙ୍ଗ୍ ଜିବାକେ ଗଟେକ୍ ବିସ୍ବାସି ବାଇକେ ମିସା ପାଟାଇରଇଲି । ତିତସ୍କାଇ ତମର୍ ଲଗେ ଅନି କାଇଟା ଲାବ୍ କଲା ଆଚେ କି ? ତିତସ୍ ତମ୍କେ ନାଡାଇଲା ବଲି ତମେ କଇନାପାରାସ୍ । କାଇକେବଇଲେ, ସେ ଆରି ମୁଇ, ଆମେ ସୁକଲ୍ କାମର୍ ପାଇସେ ଏଟା କଲୁନି ।
ମୁଇ ନ ଆଇତେ ଏ ସବୁଜାକ ତମ୍କେ କାଇକେ ଲେକ୍ଲିନି ବଇଲେ, ଜେନ୍ତିକି ମୁଇ ଆଇଲାବେଲେ ମାପ୍ରୁ ମକେ ଦେଇରଇବା ଅଦିକାର୍ ସଙ୍ଗ୍ ତମ୍କେ ଡଣ୍ଡ୍ ଦେବାକେ ନ ପଡେ । ଜନ୍ ଅଦିକାର୍ ତମର୍ ବିସ୍ବାସ୍ ବଡାଇବାକେ ଦେଲାଆଚେ, ମାତର୍ ସେଟା ଉନା କର୍ବାକେ ନାଇ ।
ଆଗେ ପାପ୍କରି ରଇବା ଲକ୍ମନ୍କେ, ଆରି ଏବେ ପାପ୍ କଲା ଲକ୍ମନ୍କେ ମୁଇ ତମର୍ ଲଗେ ଦୁଇପାଲି ଆଇଲା ବେଲେ କଇରଇଲି । ମୁଇ ତେଇ ନ ଆଇବା ଆଗ୍ତୁ କଇଲିନି, ମୁଇ ଆରିତରେକ୍ ଆଇଲାବେଲେ କେ ଜଦି ତାକର୍ ପାପେ ଅନି ନ ବାଉଡତ୍, । ସେମନ୍କେ ଦୟା ନ ଦେକାଇ ।
ମାତର୍ ମୁଇ ଆଗତୁ ଆଇଲା ବେଲେ ଜେନ୍ତିକି ତମ୍କେ ଦୁକ୍ ଦେଲି, ସେନ୍ତି ଆରିତରେକ୍ ଦୁକ୍ ଦେବାର୍ ଆଲେ ନ ଆସି ବଲି ବାବ୍ତେ ରଇଲି ।
ସେଟାର୍ପାଇ ମୁଇ ତମ୍କେ ଚିଟି ଲେକିରଇଲି । ଜନ୍ ଲକ୍ମନ୍ ମକେ ସାର୍ଦା କରାଇବାର୍ ଆଚେ, ମୁଇ ଆଇଲେ ସେମନ୍ସେ ମକେ ଦୁକ୍ ଦେଅତ୍ ବଲି ମନ୍ କରିନାଇ । ମୁଇ ଜାନି, ମୁଇ ସାର୍ଦା ଅଇକରି ରଇଲେ, ତମେ ମିସା ସବୁଲକ୍ ସାର୍ଦା ଅଇରଇସା ।
ପର୍ତୁମ୍ ନିୟମର୍ ମଇମା ବେସି ଉଜଲ୍ ରଇଲା, ମାତର୍ ଏବେ ନୁଆ ନିୟମର୍ ରାଜିନାମାର୍ ଲାଗି ପୁର୍ନା ନିୟମର୍ ମଇମା ଉନାଅଇଗାଲା ଆଚେ ।
ଏ ବାଇବଇନିମନ୍ ଜଦି ତମର୍ ବିତ୍ରେ କେ କାରାପ୍ କାମ୍ କଲା ବେଲେ ଦାରାପଡ୍ଲେ, ତମର୍ଟାନେ ଜେ ସୁକଲ୍ ଆତ୍ମାଇଅନି ଚାଲ୍ନା ପାଇଲାନି, ସେ ତାକେ ଟିକ୍ ବାଟେ ଆନ୍ବାର୍ ଆଚେ । ମାତର୍ ସେ ଏ କାମ୍ ସାର୍ଦା ଆରି ସଲଦ୍ସଙ୍ଗ୍ କର୍ବାର୍ ଆଚେ । ଆରି ଜାଗ୍ରତ୍, ଜେନ୍ତିକି ସେ ନିଜେ ସେନ୍ତାର୍ କାମ୍ କର୍ବାକେ ମନ୍ କର୍ବାର୍ ନାଇ ।
ଜଦି କିରିସ୍ଟ ପାଟାଇରଇବା ପେରିତ୍ ଇସାବେ ଆମ୍କେ ତମେ ମାନିକରି ରୁଆ ବଲି ଦାବି କର୍ତୁ । ମାଆ ଜେନ୍ତି ନିଜର୍ ପିଲାମନ୍କେ ଜତନ୍ କର୍ତେରଇସି, ଆମେ ତମର୍ଲଗେ ରଇବା ବେଲାଇ ସେରକାମ୍ କର୍ତେରଇଲୁ ।
ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ ।