13 ନିନ୍ଦା ପାଇଲେ, ଆଲାଦର୍ କାତା କଇଲୁନି । ଆମେ ଏବେ ଜାକ ମିସା ଜଗତର୍ କାଚ୍ରା ପାରା ଅଇଆଚୁ । ଲକ୍ମନ୍ ଆମ୍କେ ଆଣ୍ଡି ଦଇରଇବା ମୁର୍କି ପାନିପାରା ଦେକ୍ଲାଇନି ।
ପାଉଲ୍ ଏ କାତା କଇବାଜାକ ଲକ୍ମନ୍ ମନ୍ଦିଆନ୍ ଦେଇ ସୁନ୍ତେ ରଇଲାଇ, ମାତର୍ ତାର୍ ପଚେ ସେମନ୍ ଆଉଲିଅଇକରି କଇଲାଇ, “ତାକେ ଜଗତେଅନି ବାର୍କରାଇ ଦିଆସ୍ ! ମରାଇ ଦିଆସ୍, ସେନ୍ତା ଲକ୍ ଜିଇବାକେ ଲଡା ନାଇ !”
କେବେ କେବେ ଆମ୍କେ ସନ୍ମାନ୍ ମିଲ୍ଲାନି । ମାତର୍ କେବେ କେବେ ତଲେ ପାକାଇଲାଇନି । କେବେ କେବେ ନିକ ଲକ୍ ବଲାଇଅଇଲୁନି । ମାତର୍ କେବେ କେବେ ଆମେ ନିନ୍ଦା ପାଇଲୁନି ।
ସେ ପାନି ଆମର୍ ଡୁବନ୍ ବିସଇ ଜାନାଇଲାନି । ତମେ ଡୁବନ୍ ନେଲାକେ ତମର୍ ଗାଗଡର୍ ମୁର୍କି ଦଇଅଇଲାର୍ ପାଇ ନଏଁ, ମାତର୍ ଗଟେକ୍ ନିକ ବିବେକ୍ ସଙ୍ଗ୍ ପର୍ମେସର୍କେ ଦେଇରଇଲା କାତାର୍ ଲାଗି ତମ୍କେ ମୁକ୍ତି କର୍ସି । ଜିସୁ କିରିସ୍ଟ ମଲାତେଇଅନି ଜିବନ୍ ଅଇକରି ଉଟ୍ଲାକେ ଏଟା ଅଇସି ।