11 ଏବେ ଜାକ ମିସା ଆମ୍କେ ପେଟ୍ପୁର୍ତେ କାଇବାପିଇବାକେ ମିଲେନାଇ । ପିନ୍ଦ୍ବାକେ ବେସି ପୁର୍ନା ବସ୍ତର୍ ଆଚେ । ଲକ୍ମନ୍ ଆମ୍କେ ମାର୍ଲାଇନି ଆରି ରଇବାକେ ଜାଗା ନଇଲାର୍ ପାଇ ଏନେତେନେ ଅଇ ବୁଲ୍ଲୁନି ।
ମାତର୍ ଜିସୁ ତାକେ କଇଲା, “କଲିଆ ରଇବାକେ ପାଆର୍ ଆଚେ, ଆରି ଉଡିବୁଲ୍ବା ଚଡଇମନ୍ ରଇବାକେ ଗୁଡା ଆଚେ, ମାତର୍ ନର୍ପିଲା ମୁଇ, ମକେ ରଇବାକେ ଜାଗା ନାଇ ।”
ପଚେ ପିସିକିଆର୍ ଆନ୍ଟିଅକ ଆରି ଇକନିୟଅନି କେତେଟା ଜିଉଦିମନ୍ ଆଇଲାଇ । ସେମନ୍ ଲକ୍ମନ୍କେ ସୁତ୍ରାଇକରି ତାକର୍ବାଟେ ନେଲାଇ । ପାଉଲ୍କେ ପାକ୍ନାମାରାଇଲାଇ ଆରି ତାକେ ମଲାବଲି ବାବି ଗଡ୍ ବାଇରେ ଅର୍ଗଡି ଜିକିନେଲାଇ ।
ବେସି ମାଡ୍କାଇଲା ପଚେ ସେମନ୍କେ ବନ୍ଦି ଗରେ ପୁରାଇଲାଇ ଆରି କୁଚିଦେଇ ଜାଗ୍ବାକେ ବନ୍ଦି ଗର୍ ଜାଗୁଆଲ୍କେ ଆଦେସ୍ ଦେଲାଇ ।
ଏ କାତା ସୁନିକରି ଅନନିଅ ନାଉଁର୍ ବଡ୍ ପୁଜାରି ପାଉଲର୍ ଲଗେ ଟିଆଅଇରଇବା ଲକ୍ମନ୍କେ, ତାର୍ ଗାଲେ ଚାପଡ୍ ମାରା ବଲି ତିଆର୍ଲା ।
ସେନ୍ତାର୍ଆଲେ ତେବେ କେ ମିସା ଆମ୍କେ କିରିସ୍ଟର୍ ଆଲାଦେଅନି ବେଗ୍ଲାଇ ନାପାରତ୍ । ଦୁକେ ରଇଲେ ମିସା, କସ୍ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍ଲାଇ ନାପାରେ ।
ଆମେ ମାପ୍ରୁ ଜିସୁର୍ ପେରିତ୍ ମନ୍ । ତାର୍ କାମର୍ ଲାଗି, କାଇବାଟା କି ପିଇବାଟା ମିଲ୍ଲେ, ସେଟା ନେବାର୍ ମର୍ ଅଦିକାର୍ ନାଇ କି ?
ତେବର୍ପାଇ ସେମନ୍ ଜଦି ତମ୍କେ ଗତିଦାଙ୍ଗ୍ଡା କରି ସଙ୍ଗଇଲେ, କି ତମର୍ ଦନ୍ ସଁପତି ନେଲେ, କି ତମ୍କେ କାଇଆଲେ ପାନ୍ଦେ ପାକାଇଲେ, କି ଆମର୍ ତଲେ ରୁଆ ବଲି କରି କଇଲେ କି ଏନ୍ତାରି କି କେ ତମର୍ ଗାଲେ ଚାପଡ୍ ମାର୍ଲେ ମିସା ତମେ ମୁର୍ଚି କରି ରଇସା ।
ଆମେ ସବୁ ରକାମର୍ ଦୁକ୍କସ୍ଟ ଅଇକରି ଗାଲୁନି, ଏଲେ ମିସା କସ୍ଟ ପାଉ ନାଇ । କେବେ କେବେ କାଇଟା କର୍ବୁ ବଲି ଗିଆନ୍ ନ ରଇଲା ଲକର୍ପାରା ଅଇଲୁନି, ଅଇଲେମିସା ମନ୍ଦୁକ୍ କରୁ ନାଇ ।
ଅଲପ୍କେ ମିସା ସାର୍ଦାସଙ୍ଗ୍ ରଇବାକେ, କି ବୁତେକ୍ ରଇଲେ ମିସା ସାର୍ଦା ସଙ୍ଗ୍ ରଇବାକେ ସିକ୍ଲିଆଚି । ପେଟ୍ ପୁର୍ତେ କାଇଲେମିସା, କି ବୁକେ ରଇଲେ ମିସା, ଲଡାକେ ଆଇବା ସବୁ ବିସଇ ରଇଲେ ମିସା, ନ ରଇଲେ ମିସା, ସାର୍ଦାସଙ୍ଗ୍ ରଇବାକେ ମୁଇ ଜାନି ।
ଲକ୍ମନ୍ ମକେ ଦୁକ୍ କସ୍ଟ ଦେଲାଟା ଆନ୍ଟିକିୟ, ଇକନିୟ ଆରି ଲୁସ୍ତା ନଅର୍ମନ୍କେ କାଇ କାଇଟା ଅଇରଇଲା ଆରି କେତେକ୍ ଅଦିକ୍ କସ୍ଟ ପାଇରଇଲି, ସେ ସବୁ ବିସଇ ତୁଇ ଜାନୁସ୍ । ମାତର୍ ମାପ୍ରୁ ଜିସୁ ମକେ ସବୁ ଦୁକ୍ କସ୍ଟ ଟାନେଅନି ରକିଆ କଲା ।