4 ଜେନ୍ତିକି ତମର୍ ବିତ୍ରେ କେତେଲକ୍ କଇବାଇ, ଆମେ ପାଉଲର୍ ବାଟେ ଗାଲୁନି । ତେଇଅନି ଆରି କେତେଲକ୍ କଇବାଇ, ଆମେ ଆପଲର୍ ବାଟେ ଗାଲୁନି । ସେଡ୍କିବେଲେ ତମେ କାଇ ନିଜର୍ ମନ୍ କଲା ଇସାବେ ରଇବା ଲକ୍ ନୁଆସ୍ କି ?
ମୁଇ ବାବ୍ଲିନି, ତମର୍ ବିତ୍ରେ କେତେଲକ୍ କଇବାଇ, ଆମେ ପାଉଲର୍ ବାଟେ ଜିବାଲକ୍, କେତେଲକ୍ ଆପଲର୍ ବାଟେ ଜିବାଲକ୍, କେତେଲକ୍ କେପାର୍ ବାଟେ ଜିବା ଲକ୍, ଆରି କେତେଲକ୍ ଆମେ କିରିସ୍ଟର୍ ବାଟେ ଜିବା ଲକ୍ ।
ତେବେ, ତମେ ନିଜର୍ ମନ୍ କଲା ଇସାବେ ରଇବା ଲକ୍ମନର୍ପାରା ଆଚାସ୍ । ମୁଇ ଏଟାର୍ ପାଇ କଇଲିନି, କାଇକେବଇଲେ ତମର୍ ତମର୍ ବିତ୍ରେ ଇଁସା ତଲା, ଲାଗାଜଡା ଆରି ଜାତିନିତି ଆଚେ । ତମେ ନିଜର୍ ମନ୍ କଲା ଇସାବେ ରଇବା ଲକ୍ ବଲି ଜାନାପଡ୍ଲାନି । ଜଗତର୍ ଲକ୍ମନର୍ ପାରା, ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାସ୍ନି ।
ଏ ବାଇବଇନିମନ୍, ମୁଇ ଏ ସବୁ କାତା ତମେ ସିକା ବଲି, ମର୍ ବିସଇ ଆରି ଆପଲର୍ ବିସଇ ଉଦାଅରନ୍ ଦେଇ କଇଲି । ଜେନ୍ତିକି ସାସ୍ତରେ ଲେକାଅଇଲାଟାନର୍ ଅରତ୍ ତମେ ସିକ୍ସା । ସାସ୍ତରେ ଜେତ୍କି ସବୁ ଲେକା ଅଇଲାଆଚେ, ତାର୍ଟାନେଅନି ଅଦିକ୍ କରାନାଇ । ସେନ୍ତାରି କଲେ କାକେ ମିସା ନେଇକରି ବଡ୍ପନ୍ ନ ଉଆସ୍, ଆରି କାକେ ମିସା ଇନ୍ ନ କରାସ୍ ।
କାଇକେବଇଲେ, ଏ ବାଇବଇନିମନ୍ ମୁଇ ତମ୍କେ ଜନ୍ ସୁବ୍କବର୍ ଜାନାଇଲିନି, ସେଟା ମୁନୁସର୍ଟାନେଅନି ବାରଏ ନାଇ ।