15 ଜଦି ଜାର୍ କାମ୍ ପଡି ଜାଇସି, ସେ କାମ୍ କରୁକେ କାଇଟା ନ ମିଲେ । ମାତର୍ ସେ ଲକ୍ ଲାଗ୍ତେରଇବା ଜଇଟାନେଅନି ରକିଆ ପାଇଲା ପାରା ନିଜେ ରକିଆ ପାଇସି ।
ଏତେକ୍ ଦିନ୍ ଅଇଲା ସବୁ ଲକ୍ଜାକ ନ କାଇ ନ ପିଇ ରଇଲା ପଚେ ପାଉଲ୍, ଜାଜେ ଜିବା ଲକ୍ମନର୍ ମଜାଇ ଟିଆଅଇ କଇଲା, ମଇତର୍ମନ୍ ତମେ ମର୍ କାତା ଦାରି କିରତେଅନି ଜାଜ୍ ନ ଆନି ରଇଲେ ଆମ୍କେ ଏ ଦସା ନ ଆଇତା ।
ଆରି ବାକି ଲକ୍ମନ୍କେ ଜାଜର୍ ବାଙ୍ଗ୍ଲା ପାଟା ଆରି କାଇ କାଇଟାମନ୍ ଦାରି ପଅଁରି କରି ବାରୁଆ । ବଲି କଇଲା । ଏନ୍ତାରି ଅଇ ସବୁଲକ୍ କାଇଟା ନ ଅଇତେ କଣ୍ଡି ଆସି ବାରଇଲାଇ । ସାରାସାରି ଆମେ ସବୁଲକ୍ କଣ୍ଡି କେଟ୍ଲୁ ।
ଦରମ୍ ସାସ୍ତରେ ଲେକାଅଇଲାପାରା, “ଜଦି ଦରମ୍ ଲକ୍ ମୁକ୍ତି ପାଇବାଟା ଆବଡ୍ ପର୍ମେସରର୍ ବିସଇ କାଇ ଚିନ୍ତା ନ କର୍ବା ପାପିମନର୍ ବିସଇ କେନ୍ତାର୍ ରଇସି ?”
ଲକ୍ମନ୍ ତମ୍କେ ନାଡାଇ ନାପାରତ୍, ତମେ ଜାଗରତ୍ସଙ୍ଗ୍ ରଇବାର୍ ଆଚେ । ଜେନ୍ତାର୍କି ପର୍ମେସର୍କେ କର୍ବା ତମର୍ ସେବା କାମ୍ ବେକାର୍ ନ ଅ । ମାତର୍ ତମର୍ ସେବାକାମର୍ ପାଇ ପର୍ମେସର୍ ତମ୍କେ ପୁରାପୁରୁନ୍ ଅଇତେ ଇନାମ୍ ଦେଇସି ।
କେବେ ନ ଲିବ୍ବା ଜଇଟାନେଅନି ଚାଡାଇକରି ସେମନ୍କେ ରକିଆ କରା । ଡରିକରି ପାପ୍କର୍ବା ଲକ୍ମନ୍କେ ଦୟା ଦେକାଆ । ମାତର୍ ତାକର୍ ପାପ୍କାମେ ମୁର୍କି ରଇବା ବସ୍ତର୍ ମିସା ଗିନ୍ କରା ।
ମୁଇ ତମ୍କେ ବୁଦି ସିକାଇବି । ମର୍ଟାନେଅନି ସୁନା ଗେନା । ସୁନା ବଇଲେ ଅସ୍ଲି ସୁନା । ଜେନ୍ତାରିକି ତମେ ସତଇସେ ସାଉକାର୍ ଅଇସା । ମର୍ଟାନେଅନି ସୁକଲ୍ ଲୁଗା ଗେନା । ଜେନ୍ତାରି କି ତମେ ଡୁମ୍ଣ୍ଡା ଅଇଲାର୍ ପାଇ ଲାଜ୍ ନ ଉଆସ୍ । ଲାଗାଇଅଇବା ଅସ ମିସା ମର୍ଟାନେଅନି ନିଆ । ସେଟା ତମର୍ ଆଁକିଟାନେ ଲାଗାଆ । ଜେନ୍ତାରିକି ତମେ ଦେକିପାର୍ସା ।