୧ମ କରନ୍ତିୟ 3:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ପର୍ମେସର୍ ମକେ ଦେଇରଇବା ତାର୍ ଜିବନ୍ ଦୁକାନି ଇସାବେ ମୁଇ ଗଟେକ୍ ସବୁ ଜାନିରଇବା ଗର୍ ତିଆର୍କରୁ ପାରା କୁନାଦି ବସାଇଆଚି । ସେବେଲେଅନି ବିନ୍ ଲକ୍ ତାର୍ ଉପ୍ରେ ତିଆର୍ କଲାନି । ମାତର୍ ତିଆର୍ କର୍ବା ବେଲେ ତମେ, ଗଟେକ୍ ଗଟେକ୍ ଲକ୍ ଜାଗ୍ରତ୍ ରଇବାର୍ ଆଚେ । အခန်းကိုကြည့်ပါ။ |
ତେବର୍ପାଇ ବିନ୍ ଲକର୍ କାମ୍ କଲାଟା ନେଇକରି ଆମେ ନିଜେ ଡାକ୍ପୁଟା ଅଉନାଇ । ସେ କାମ୍ କର୍ବାକେ ପର୍ମେସର୍ ଆମ୍କେ ଦେଏ ନାଇ । ମାତର୍ ତମର୍ ବିସ୍ବାସ୍ ଡାଟ୍ ଅ ବଲି ଆମେ ମନ୍ କଲୁନି । ଜେନ୍ତିକି ତମର୍ ଜାଗାଇ ଆମେ କର୍ବା କାମ୍ ଅଦିକ୍ ଅଦିକ୍ ଅଇସି । କାଇକେବଇଲେ ପର୍ମେସର୍ ଆମ୍କେ ଦେଇରଇବା କାମେଅନି ଅଦିକ୍ କର୍ବାକେ ଆମେ ମନ୍ କରୁନାଇ ।
ଜନ୍ ଲକ୍ମନ୍ କବର୍ ଜାନାଇଲାଇନି, ଆମେ ପର୍ମେସରର୍ କବର୍ ଜାନାଇଲୁନି, ବଲି ଜାଗ୍ରତ୍ ରଇବାର୍ ଆଚେ । ଜନ୍ ଲକ୍ମନ୍ ତାକର୍ ବାଇବଇନିମନ୍କେ ସେବା କଲାଇନି, ଆମେ ପର୍ମେସର୍ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍ । ତମେ କରିରଇବା ସବୁ କାମେ ଜିସୁକିରିସ୍ଟର୍ଟାନେଅନି ପର୍ମେସର୍ ଡାକ୍ପୁଟା ପାଅ । ସେ ଆକା କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ବପୁ ପାଇସି । ଆମେନ୍ !