2 କାଇକେବଇଲେ କୁରୁସ୍ କାଟେ ମରିରଇବା ଜିସୁ କିରିସ୍ଟକେ ଚାଡି ଆରି ବିନ୍ ବିସଇ ତମ୍କେ ନ କଇ ବଲି ମୁଇ ଟିକ୍ କଲି ।
ତମେସେ ଗଟେକ୍ ପର୍ମେସର୍, ତମ୍କେ ଆରି ତମେ ପାଟାଇରଇବା ଜିସୁ କିରିସ୍ଟକେ ଜାନ୍ବାଟା ଅଇଲାନି ନ ସାର୍ବା ଜିବନ୍ ।
ଏ ବକୁଆ ଗାଲାତିଅମନ୍ ! କେ ତମ୍କେ ଏନ୍ତାରି ବୁଲ୍ ସିକିଆ ଦେଇ ଚଟ୍ପଟ୍ କରାଇଲାନି ? ତମର୍ ମୁଆଟେ ତା କୁର୍ସେ ମରିରଇବା ଜିସୁ କିରିସ୍ଟର୍ ବିସଇ ଅର୍ସା ସଙ୍ଗ୍ ବାତାଇ ଦେଇଆଚୁ ।
ମାତର୍ ମାପ୍ରୁ ଜିସୁ କିରିସ୍ଟର୍ କୁରୁସ୍ ଚାଡିକରି ଆରି କାଇତେଇ ବଡ୍ପନ୍ ଅଇବାଟା ମର୍ଟାନେଅନି ଦୁରିକେ ରଅ । କାଇକେବଇଲେ ଜଗତ୍ ଜନ୍ ବିସଇର୍ ପାଇ ବେସି ଦାନ୍ଦା ଅଇଲାନି, ସେଟା ମୁକିଅ ବିସଇ ବଲି ମୁଇ ନ ବାବି । ଆରି ଜଗତ୍ ମିସା ମକେ କାଇ ମୁଲିଅ ନ ଅଇଲା ଲକ୍ ପାରା ଦେକ୍ଲାନି ।