11 ମୁନୁସ୍ କର୍ବା ଚିନ୍ତା ସବୁ ତାର୍ ବିତ୍ରେ ରଇବା ଆତ୍ମାକେ ଚାଡ୍ଲେ ଆରି କେ ମିସା ନାଜାନତ୍ । ସେନ୍ତିସେ ପର୍ମେସରର୍ ସବୁ ଚିନ୍ତା କଲାଟା ତାର୍ ଆତ୍ମାକେ ଚାଡିଦେଲେ ଆରି କେ ମିସା ନାଜାନତ୍ ।
ସୁକଲ୍ ଆତ୍ମା କାକେ କାକେ ବୁଦିର୍ ବାକିଅ କଇବାକେ ଦେଇସି, ଆରି କାକେ କାକେ ଗିଆନର୍ ବାକିଅ ଦେଇସି ।
ମାତର୍ ଆମ୍କେସେ ପର୍ମେସର୍ ତାର୍ ଟିକିନିକି ବିସଇ ଜାନାଇଆଚେ । ସେ ସୁକଲ୍ ଆତ୍ମାସେ ସବୁ ବିସଇ ସିକାଇସି ଆରି ତାର୍ ବିତ୍ରେ ରଇବା ଟିକିନିକି ଚିନ୍ତା ମିସା କର୍ସି ।