7 କାଇକେବଇଲେ ଜିବାବେଲେ ବାଟେ ତମର୍ ସଙ୍ଗ୍ ବେଟ୍ ଅଇକରି ଚନେକ୍ସେ ରଇବାକେ ମର୍ ମନ୍ ନାଇ । ମୁଇ ଆସା କଲିନି ମାପ୍ରୁ ମନ୍ କଲେ ମୁଇ ତମର୍ ସଙ୍ଗ୍ ଏତର୍ ବେସି ଦିନ୍ ରଇବି ।
ମାତର୍ ଜିସୁ ତାକେ କଇଲା, “ମର୍ କାତାଇ ରାଜି ଅଇ ଜା । କାଇକେବଇଲେ ଏଟାର୍ ଲାଗି ଆମେ ପର୍ମେସର୍ ମନ୍ କରିରଇବା କାମ୍ କରିଅଇସି ।” ସେଟାର୍ପାଇ ଜଅନ୍ ତାକେ ଡୁବନ୍ ଦେବାକେ ରାଜି ଅଇଲା ।
ଜିବା ବେଲାଇ ସେ ସେମନ୍କେ କଇଲା, “ଜଦି ପରମେସର୍ ମନ୍ କଲେ, ତମର୍ ଲଗେ ବାଉଡି ଆଇବି ।” ତାର୍ ପଚେ ସେ ଏପିସେ ଅନି ଜାଜେ ଚଗି ଗାଲା ।
ମୁଇ ପାର୍ତନା କଲାବେଲେ ତମ୍କେ ସବୁବେଲେ ଏତାଇଲିନି । ସେ ମନ୍ କଲେ, ମକେ ତମର୍ ଲଗେ ଜିବାକେ ବେଲା ଟିକ୍ କରି ଦେଅ ବଲି ପରମେସର୍କେ ଗୁଆରି କଲିନି ।
ମାତର୍ ଜଦି ମାପ୍ରୁ ମନ୍ କଲେ ମୁଇ ଦାପ୍ରେ ତମର୍ଟାନେ ଆଇବି । ଏ ବଡ୍ପନିଆ ଲକ୍ମନ୍ କାଇ କାତା ଅଇଲାଇନି ବଲି ମୁଇ ନିଜେ ଜାନ୍ବି ଆରି ତାକର୍ ବପୁ ପରମେସରର୍ଟାନେଅନି କି ନାଇ, ସେଟା ଜାନ୍ବି ।
ଏଟା ସବୁ ତମେ ବୁଜି ପାର୍ସା, ସେଟା ଜାନିକରି ମୁଇ ତମର୍ଟାନେ ବୁଲିଆଇବି ବଲି ମନ୍କଲି । ଜେନ୍ତାରି କି ମୁଇ ତମ୍କେ ଦୁଇତର୍ ସାଇଜ କରିପାର୍ବି ।
ତାର୍ ବାଦୁଲେ ତମେ ମାପ୍ରୁ ମନ୍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍ ଆଚେ ।