5 ମାତର୍ ମୁଇ ଏବେ ମାକିଦନିଆଇ ଗାଲିନି । ତେଇଅନି ଜାଇ ଆଇଲେ ତମର୍ ଲଗେ ଆଇବି ।
ଏ ସବୁ ଗଟ୍ନା ପଚେ ପାଉଲ୍ ମାସିଦନିଆ ଆରି ଆକାୟା ବାଟ୍ ଦେଇ ଜିରୁସାଲମେ ଜିବାକେ ଟିକ୍ କଲା । ସେ କଇଲା, “ତେଇ ଗାଲା ପଚେ, ମୁଇ ରମ୍ ଦେସେ ମିସା ଜିବାର୍ ଆଚେ ।”
ମାକିଡନିଆ ଆରି ଗିରିସର୍ ଆକାୟାତେଇ ରଇବା ବିସ୍ବାସିମନ୍ ଜିରୁସାଲାମେ ରଇବା ଅର୍କିତ୍ ବିସ୍ବାସିମନର୍ପାଇ ଏ ସାଇଜ ପାଟାଇବାଟା ନିକ ରଇସି ବଲି ବାବ୍ଲାଇ ।
ଜଦି ମର୍ ଜିବାକେ ଦର୍କାର୍ ଅଇସି ବଇଲେ ସେମନ୍ ମର୍ସଙ୍ଗ୍ ଜାଇପାରତ୍ ।
ମାତର୍ ଜଦି ମାପ୍ରୁ ମନ୍ କଲେ ମୁଇ ଦାପ୍ରେ ତମର୍ଟାନେ ଆଇବି । ଏ ବଡ୍ପନିଆ ଲକ୍ମନ୍ କାଇ କାତା ଅଇଲାଇନି ବଲି ମୁଇ ନିଜେ ଜାନ୍ବି ଆରି ତାକର୍ ବପୁ ପରମେସରର୍ଟାନେଅନି କି ନାଇ, ସେଟା ଜାନ୍ବି ।