18 ତମ୍କେ ଜେନ୍ତି ସାର୍ଦା କରାଇଲାଇ, ମକେ ମିସା ସେନ୍ତି ସାର୍ଦା କରାଇଲାଇ । ଏନ୍ତାରି ଲକ୍ମନ୍କେ ନାମ୍ବାର୍ ଆଚେ ।
ସେଟା ସାର୍ଲାପଚେ ପରମେସର୍ ମନ୍ କଲେ ମୁଇ ତମର୍ ଲଗେ ଆଇବି । ଆରି ତମର୍ ସଙ୍ଗ୍ ସାର୍ଦାସଙ୍ଗ୍ କେତେଦିନ୍ ରଇକରି ମର୍ ମନେ ସାନ୍ତି ପାଇବି ।
ସେଟାର୍ପାଇ ତମେ ଆମ୍କେ ବେସି ସାର୍ଦା କରାଇଲାସ୍ । ଅବ୍କା ଆମେସେ ସାର୍ଦା ଅଇଲୁ ସେତ୍କି ନଏଁ, ମାତର୍ ତିତସ୍ ସାର୍ଦା ଅଇଲାଟା ଦେକିକରି ମିସା ଆମେ ସାର୍ଦା ଅଇଲୁ । ତମେ ସବୁ ତାକେ ସାର୍ଦା କରାଇଲାକେ ସେ ମିସା ସାର୍ଦା ଅଇରଇଲା ।
ଆମ୍କେ କାଇଟା ଗଟ୍ଲାନି ବଲି ତାର୍ଟାନେଅନି ଜାନ୍ସା । ଆରି ସେ ତମ୍କେ ବିସ୍ବାସ୍ କରାଇବାଟା ଡାଟ୍ କରାଇସି । ଏଟାର୍ପାଇ ତାକେ ତମର୍ଟାନେ ପାଟାଇଲିନି ।
ଏ ବାଇବଇନିମନ୍, ଆମେ ତମ୍କେ ଗୁଆରି କଲୁନି । ତମର୍ ବିତ୍ରେ ଜନ୍ ଲକ୍ମନ୍ କସ୍ଟ କର୍ବାଇ, ଆରି ମାପ୍ରୁର୍ ସେବା କାମେ ମିସିକରି, ନେତା ପାରା ରଇକରି ତମ୍କେ ସିକାଇବାଇ, ସେମନ୍କେ ମାନିଅ କରା ।
ତେବେ ତୁଇ ଜେକି କିରିସ୍ଟର୍ ଲାଗି ମର୍ ବାଇଅଇଆଚୁସ୍ । ମର୍ପାଇ ଏ ଗଟେକ୍ କାମ୍ କରି ମକେ ସାର୍ଦା କରାଆ ।
ଏ ମର୍ ଆଲାଦର୍ ବାଇ, ତର୍ ଆଲାଦ୍ ମକେ ବେସି ସାର୍ଦା କରାଇଲା ଆଚେ । ପର୍ମେସରର୍ ସବୁଲକର୍ ମନ୍ ମିସା ତୁଇ ସାର୍ଦା କରାଇ ଆଚୁସ୍ ।
ଜନ୍ ଲକ୍ମନ୍ ତମ୍କେ ମୁକିଅ ଇସାବେ ଡାକିନେଇ ପର୍ମେସରର୍ ବାକିଅ ସିକାଇତେରଇଲାଇ, ସେମନର୍ ବିସଇ ବାବିଦେକା । ସେମନ୍ କେନ୍ତି ଜିଇଲାଇ ଆରି ମଲାଇ ? ତମେ ତାର୍ ପାରା ବିସ୍ବାସ୍ କରା ।
ମର୍ ପିଲାମନ୍ ସତ୍ ଇସାବେ ଚଲାଚଲ୍ତି କଲାଇନି ବଲି ସୁନ୍ଲାତେଇଅନି ଆରି କାଇ ବିସଇ ମକେ ସାର୍ଦା ନ କରାଏ ।