17 ତିପାନା, ପର୍ତୁନାତ୍ ଆରି ଆକାଇ ଇତି ଆଇଲାକେ ମୁଇ ବେସି ସାର୍ଦା ଅଇଲିନି । କାଇକେବଇଲେ ତମେ ନ ରଇଲେ ମିସା ସେମନ୍ ତମର୍ ଜାଗାଇ ରଇଲା ପାରା ।
ଉଁ ତିପାନ୍କେ ଆରି ତାର୍ କୁଟୁମର୍ ଲକ୍କେ ମିସା ଡୁବନ୍ ଦେଇରଇଲି । ଆରି କାକେ ଡୁବନ୍ ଦେଲିଆଚି କି ନାଇ ବଲି ମକେ ଏତ୍ ଆସେ ନାଇ ।
ମୁଇ ତମର୍ଟାନେ ରଇଲାବେଲେ ମକେ ଲଡା ରଇଲାବେଲେ, ତମର୍ଟାନେଅନି ମାଙ୍ଗିନାଇ । କାଇକେବଇଲେ ମାକିଦନିଆର୍ ବାଇବଇନିମନ୍ ମକେ ଜାଇଟା ଲଡା ରଇଲା, ସେଟା ସବୁ ଆନିଦେଲାଇ । ପୁର୍ବେ ଜେନ୍ତି ରଇଲା, ପଚ୍କେ ମିସା ମୁଇ ତମର୍ଟାନେଅନି କାଇଟା ନ ମାଙ୍ଗି ।
ମାତର୍ ଜେ କି ଆକା ସାକା ନ ରଇବା ଲକ୍ମନ୍କେ ଦୁକ୍ ସାରାଇବା ପର୍ମେସର୍ ତିତସ୍କେ ଆନାଇ କରି ଆମ୍କେ ସାର୍ଦା କରାଇଲା ।
କାଇକେବଇଲେ କିରିସ୍ଟର୍ ଲାଗି ବଲିକରି ସେ ତାର୍ ଜିବନ୍ ବିପଦେ ପାକାଇଲା । ଆରି ତମେ ମର୍ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍ କଲା ।
ତାକେ ବନ୍ଦିଗରେ ମର୍ ସଙ୍ଗ୍ ରଅ ବଲି ମନ୍ କର୍ତେରଇଲି । ସୁବ୍ କବରର୍ ଲାଗି ତର୍ ବାଦୁଲେ ସେ ମକେ ଇତି ସାଇଜ କର୍ତା ।