୧ମ କରନ୍ତିୟ 16:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ଏ ବାଇମନ୍, ତମେ ତିପାନ୍ ଆରି ତାର୍ କୁଟୁମ୍ ବିସଇ ଜାନାସ୍ । ସେମନ୍ ଆକାୟାର୍ ପର୍ତୁମ୍ ବିସ୍ବାସିମନ୍ ଆରି ପର୍ମେସରର୍ ଲକ୍ମନର୍ ସେବାଇ ନିଜେ ସର୍ପି ଅଇଲାଇ ଆଚତ୍ । ଏ ବାଇବଇନିମନ୍ ମୁଇ ତମ୍କେ ବାବୁଜିଆ କଲିନି, အခန်းကိုကြည့်ပါ။ |
ବିନ୍ ଲକ୍ ଦେକ୍ବା ଇସାବେ, ସେ ବେସି ଦରମ୍ ଅଇ, ବିନ୍ ଲକ୍କେ ସାଇଜ କର୍ବାର୍ ଆଚେ । ଜେନ୍ତାରି କି ନିଜର୍ ପିଲାମନ୍କେ ନିକ ସଙ୍ଗ୍ ବଡାଇରଇସି, ଆଇଲା ଲକ୍ମନ୍କେ ଗତିଆ ଇସାବେ ଡାକ୍ସି, ପର୍ମେସରର୍ ସୁକଲ୍ ଲକ୍ମନର୍ ଗଡ୍ ଦଇଦେଇସି, ଦୁକ୍ କସ୍ଟେ ରଇବା ଲକ୍ମନ୍କେ ସାଇଜ କର୍ସି, ଲକ୍ମନ୍କେ ସାଇଜ କର୍ବାକେ ବିନ୍ ବିନ୍ କାମ୍ କର୍ତେରଇସି ।