9 ସବୁ ପେରିତ୍ ସିସ୍ମନର୍ ବିତ୍ରେ ଅନି ମୁଇସେ ସାନ୍ । ପେରିତ୍ ବଲି ଡାକାଇ ଅଇବାକେ ମର୍ ଅଦିକାର୍ ନାଇ । କାଇକେବଇଲେ ପର୍ମେସରର୍ ମଣ୍ଡ୍ଲିର୍ ବିସ୍ବାସିମନ୍କେ ମୁଇ କସ୍ଟ ଦେଇତେ ରଇଲି ।
ମାତର୍ ସାଉଲ୍ ମଣ୍ଡଲିକେ କୁରୁପ୍ନାସ୍ କର୍ବାକେ ଚେସ୍ଟା କଲା । ସେ ଗରେ ଗରେ ଜାଇ ଜିସୁକେ ବିସ୍ବାସ୍ କର୍ବା ମୁନୁସ୍ ପିଲା ଆରି ମାଇଜି ଟକିମନ୍ ସବୁକେ ଜିକି ଆନି ବନ୍ଦି ଗରେ ପୁରାଇ ଦେଲା ।
ଜିଉଦି ଅ କି ଜିଉଦି ନ ଅଇଲା ଲକ୍ ଅ କି ତମର୍ ସଙ୍ଗର୍ ପର୍ମେସରର୍ ମଣ୍ଡଲିର୍ ବିସ୍ବାସି ଅ, କାକେ ମିସା ତମର୍ ଚଲାଚଲ୍ତି ଦେକି ନିନ୍ଦା ପାଇବାକେ ଦିଆସ୍ନାଇ ।
ତମର୍ ଟାନେ ଜେତ୍କି ସିକାଉମନ୍ ଆଚତ୍ । ଜଦି ସେମନ୍ ଆମେ ସବୁର୍ଟାନେଅନି ମୁକିଅ ପେରିତ୍ମନ୍ ବଲି ନିଜେ କଇଅଇଲେ ମିସା, ସେମନ୍ ମର୍ଟାନେଅନି ବଡ୍ ବଲି ମୁଇ ବାବି ନାଇ ।
ନିଜେ ବଡ୍ ଅଇବାକେ ମୁଇ ବକୁଆ ଲକର୍ ପାରା ଅଇଲିନି । ମାତର୍ ମୁଇ ତମ୍କେ ଦସ୍ ଦେଲିନି । କାଇକେବଇଲେ ତମେ ଜଦି ମକେ ସନ୍ମାନ୍ ଦେଇତାସ୍, ମୁଇ ଏନ୍ତାରି ନ କର୍ତି । ମୁଇ କାଇ କାମେ ନାଇ, ବଲି କେତେଲକ୍ କଇଲେ ମିସା ତମର୍ ସେ ପେରିତ୍ମନର୍ ଟାନେ ଅନି ଉନା ନଇ ।
ଆଗ୍ତୁ ମୁଇ ଜିଉଦି ଦରମ୍ ନାମ୍ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍ତନା କର୍ବାକେ ରୁଣ୍ଡ୍ବା ଲକ୍ମନ୍କେ କେନ୍ତି କସ୍ଟ ଦେଇତେ ରଇଲି ଆରି ସେଟାମନ୍ ନସ୍ଟ କର୍ବାକେ କେନ୍ତି ଚେସ୍ଟା କରିରଇଲି, ଏଟା ସବୁ ବିସଇ ତମ୍କେ ଜାନାଇଦିଆଅଇଆଚେ ।
ବିନ୍ ଲକ୍ମନ୍ ମର୍ ବିସଇ ଜାଇଟା କଇରଇଲାଇ, ସେମନ୍ ସେତ୍କିସେ ଜାନିରଇଲାଇ । ବିନ୍ ଲକ୍ମନର୍ଟାନେଅନି ସେମନ୍ ସୁନିରଇଲାଇ କି, ଜନ୍ ଲକ୍ ଗଟେକ୍ ବେଲାଇ ଆମ୍କେ କସ୍ଟ ଦେଇତେ ରଇଲା, ଆମର୍ ଦରମ୍ କୁରୁପ୍ନାସ୍ କରିଦେବାକେ ଚେସ୍ଟା କର୍ତେ ରଇଲା, ଏବେ ସେ ଆକା ମାପ୍ରୁର୍ ସୁବ୍କବର୍ ଜାନାଇଲାନି !
ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ମୁଇ ବେସି ମନ୍ କଲି ଆରି ସେନ୍ତାରି କରୁ କରୁ ଜିସୁର୍ ସିସ୍ମନ୍କେ କସ୍ଟ ଦେଲି । ଆମର୍ ଜିଉଦି ନିୟମ୍ ସବୁ ପୁରାପୁରୁନ୍ ମାନ୍ଲାର୍ ପାଇ ଜଦି ଗଟେକ୍ ଲକ୍ ଦରମ୍ ଅଇପାର୍ତା ବଇଲେ, ମୁଇ ସେନ୍ତାରି ଅଇତି । କାଇକେବଇଲେ ମୁଇ ସେ ସବୁ ନିୟମ୍ ମାନ୍ତେରଇଲି ।