6 ତାର୍ ପଚେ ତର୍ ସଙ୍ଗ୍ ଜାଇତେରଇବା ଏକାତର୍ ପାଁଚ୍ସଅ ଲଗେଅନି ଅଦିକ୍ ବାଇମନ୍କେ ଦର୍ସନ୍ ଦେଲା । ସେମନର୍ ବିତ୍ରେ ଅନି କେତେଲକ୍ ମରିଗାଲାଇ ଆରି ବେସି ଲକ୍ ଆଜିକେ ଜାକ ଜିବନ୍ ଆଚତ୍ ।
ଜିସୁ ସେମନ୍କେ କଇଲା, “ଡରା ନାଇ । ମର୍ ବାଇମନ୍କେ କୁଆ, ସେମନ୍ ଗାଲିଲି ଆସତ୍ । ତେଇ ସେମନ୍ ମକେ ଦେକ୍ବାଇ ।”
“ତମେ ଜାଇକରି ତାର୍ ସିସ୍ମନ୍କେ ଆରି ପିତର୍କେ ବାଇଦରେ କୁଆ, ତମେ ଜିବା ଆଗ୍ତୁ ଜିସୁ ଗାଲିଲି ଗଡେ ଗାଲା ଆଚେ । ସେ ତମ୍କେ ଜେନ୍ତି କଇରଇଲା, ସେନ୍ତିସେ ଗାଲିଲି ଗଡେ ତାକେ ଦେକ୍ସା ।” ବଲି କଇଲା ।
ଦାଉଦ୍ ସାସନ୍ କଲାବେଲେ ପର୍ମେସର୍ ମନ୍ କଲା ଇସାବେ କାମ୍ କରି ସାରାସାରି ମଲା । ଆରି ଆନିଦାଦିମନର୍ ସଙ୍ଗ୍ ତପିଅଇଲା । ତାର୍ ଗାଗଡ୍ ସମାଦିତେଇ କୁଇଲା ।
ତିପାନ୍ ମାଣ୍ଡିକୁଟା ଦେଇ ଆକ୍ମାରି କଇଲା, “ମାପ୍ରୁ, ଏମନର୍ ବିରଦେ ଏ ପାପ୍ ଆରି ଏତାଆ ନାଇ କି ଡଣ୍ଡ୍ ଦିଆସ୍ନାଇ ।” ଏତ୍କି କଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
ସେନ୍ତାରିସେ ଜନ୍ ଲକ୍ କିରିସ୍ଟକେ ବିସ୍ବାସ୍ କରି ମରିଗାଲାଇ ଆଚତ୍, ସେମନ୍ ରକିଆ ଅଅତ୍ ନାଇ, ମାତର୍ ନସ୍ଟ ଅଇଆଚତ୍ ।
ମାତର୍ କିରିସ୍ଟକେ ମଲାତେଇଅନି ଉଟାଇଆଚେ, ଏଟା ଅଇଲାନି ସତ୍ ଆରି ଏନ୍ତାରିସେ ସବୁ ମଲା ଲକ୍ମନ୍କେ ପର୍ମେସର୍ ଜିବନ୍ କରି ଉଟାଇସି, ଏଟା ଆମେ ଜାନୁ ।
ଏ ବାଇବଇନିମନ୍, ଆସା ନ କର୍ବା ବିନ୍ ଲକ୍ମନର୍ ପାରା ଦୁକ୍ ଚିନ୍ତା ଅଇ ରୁଆନାଇ । ଏଟାର୍ପାଇ ତମେ ମରିଜାଇରଇବା ଲକ୍ମନର୍ ବିସଇ ଜାନିରୁଆ ।
ଏବେ ଆମେ ତମ୍କେ ଜନ୍ ସିକିଆ ଦେଲୁନି, ସେଟା ମାପ୍ରୁର୍ ସିକିଆ । ମାପ୍ରୁ ଆଇବା ବେଲେ ଜେତ୍କି ଲକ୍ ଆମେ ନ ମରିକରି ଜିଇ ଆଚୁ, ଆମେ ଦେକ୍ବା ଆଗ୍ତୁ ମରିଜାଇରଇବା ବିସ୍ବାସିମନ୍ ମାପ୍ରୁକେ ଦେକ୍ବାଇ ।
ଆରି କିଜାଇକରି କଇବାଇ, “ଜିସୁ ଆଇବି ବଲି କାତା ଦେଇରଇଲାଟା, କେନେ ତେବେ ?” କାଇକେବଇଲେ ପୁର୍ବେଅନି ଆମର୍ ଆନିଦାଦିମନ୍ ମଲାତେଇଅନି ଏବ୍କେ ଜାକ ସବୁ ବିସଇ ଜେନ୍ତି ରଇଲା, ଏବେ ମିସା ସେନ୍ତାର୍ସେ ଆଚେ ।