40 ସେନ୍ତିସେ ସର୍ଗେ ରଇବାଟାମନ୍ ଆରି ଦର୍ତନି ରଇବାଟାମନ୍ ଆଚତ୍ । ଜେନ୍ତିକି ସର୍ଗେ ରଇବାଟାମନର୍ ସୁନ୍ଦର୍ ଗଟେକ୍ ରକାମ୍, ଦର୍ତନି ରଇବାଟାମନର୍ ବିନ୍ ବିନ୍ ରକାମ୍ ।
ଜିବନ୍ ରଇବା ସବୁ ଗାଗଡ୍ ସମାନ୍ ନଏଁ । ଲକ୍ମନ୍କେ ଗଟେକ୍ ରକାମ୍ ଗାଗଡ୍, ପସୁ ଚଡଇ ଆରି ମାଚ୍ମନ୍କେ ବିନ୍ ବିନ୍ ରକାମ୍ ଗାଗଡ୍ ଆଚେ ।
ବେଲ୍ ତାର୍ ନିଜର୍ ଇସାବେ ସୁନ୍ଦର୍ ଆଚେ । ସେନ୍ତାରିସେ ଜନ୍ ତାରାମନ୍ ମିସା ନିଜର୍ ନିଜର୍ ଇସାବେ ସୁନ୍ଦର୍ ଆଚତ୍ ।