37 ଜେଡେବେଲେ ଗଟେକ୍ ମୁଞ୍ଜି ରପା ଅଇସି, ସେଟା ଦାନ୍ ଅ, କି ଆରି କାଇ ମୁଞ୍ଜି ଅ, ମୁଞ୍ଜିସେ ରପି ଅଇସି । ପଚେ ବଡିରଇବା ବୁଟା ନ ରପତ୍ ।
ଆରି, ସେ ଦିନ୍ବେଲେ କି ରାତିବେଲେ, ସଇଲେ କି କାମ୍ କଲେ ମିସା ବିଅନ୍ କେନ୍ତି ଆଁକ୍ରି ବଡ୍ସି, ସେଟା ନାଜାନେ,
ତମେ ଜାନାସ୍ । ଜେଡେବେଲେ ଗଟେକ୍ ମୁଞ୍ଜି ରପା ଅଇସି, ମୁଞ୍ଜିର୍ ଉପ୍ରର୍ ଚପା କୁଇଜାଇସି, ମାତର୍ ବିତ୍ରର୍ଟା ଆଁକର୍ସି ।
ପର୍ମେସର୍ ନିଜର୍ ମନ୍ କଲା ଇସାବେ ମୁଞ୍ଜିତେଇଅନି ଆଁକ୍ରି ଗଚ୍ ଅ, ବଲି ଟିକ୍ କଲା । ଆରି ସେ ବିନ୍ ବିନ୍ ରକାମର୍ ମୁଞ୍ଜି ବଡ୍ବାକେ ଦେଲା, ଜେନ୍ତିକି ଗଟେକ୍ ଗଟେକ୍କେ ତାର୍ ଗାଗଡର୍ ରୁପ୍ ବାଦ୍ଲାଇସି ।
ମାତର୍ ପର୍ମେସର୍ ଦନିଅବାଦ୍ ପାଅ । କିରିସ୍ଟତେଇ ମିସିରଇଲାର୍ପାଇ ତାର୍ ଜିତ୍ଲା ଦଲର୍ ଦାଡିତେଇ ବନ୍ଦି ଲକର୍ ଇସାବେ ପର୍ମେସର୍ ଆମ୍କେ ସବୁବେଲେ ଡାକିନେଲାନି । ସବୁଲକ୍କେ କିରିସ୍ଟର୍ ବିସଇ ଜାନାଇବାକେ ସେ ଆମର୍ ଦେଇକରି କାମ୍ କଲାନି । ଜନ୍ଟା କି ଦୁପ୍ ପାରା ସବୁ ଜାଗାଇ ବାସ୍ନା ମାର୍ସି ।