୧ମ କରନ୍ତିୟ 15:29 - ସତିଅର୍ ବାଟ୍ ନୁଆ ନିୟମ୍ 202029 ମଲାଲକ୍କେ ଆରିତରେକ୍ ନ ଉଟାଏ, ଜଦି ଏଟା କେନ୍ତାର୍ ଜେ ମଲା ଲକ୍ମନର୍ ପାଇ ତାର୍ ମଇତର୍ମନ୍ ଡୁବନ୍ ନେଲାଇନି ? ତେବେ ସେମନ୍କେ କାଇଟା ମିଲ୍ସି ? ଜଦି ମଲାଲକ୍ମନ୍କେ ନ ଉଟାଅତ୍, ସେନ୍ତାର୍ ଆଲେ କାଇକେ ଏମନ୍ ମଲା ଲକ୍ମନର୍ପାଇ ଡୁବନ୍ ନେଲାଇନି ? အခန်းကိုကြည့်ပါ။ |
ଏପିସି ସଅରେ ମୁଇ ବେସି କସ୍ଟ ପାଇଲି । କାଇକେବଇଲେ ଜନ୍ ଲକ୍ମନ୍ ମକେ ବିରଦ୍ କଲାଇ, ସେମନର୍ ସଙ୍ଗ୍ ଡଙ୍ଗ୍ରେ ରଇବା ପସୁମନର୍ ପାରା ଜୁଜିରଇଲି । ତେଇ ଆମେ ଜେନ୍ତି କସ୍ଟ ପାଇତେରଇଲୁ, ସେନ୍ତାରି ଅଇଲାକେ ଆମ୍କେ କାଇ ଲାବ୍ ମିଲ୍ଲା ? ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ ଏନ୍ତାରି କଇବାଟା ନିକ ରଇସି । “ଆସା ଆମେ ବଜିକରି କାଉଁ, କାଇକେବଇଲେ ଆମେ କାଲିକେ ମର୍ବାର୍ ଅଇସିବେ ।”