୧ମ କରନ୍ତିୟ 15:28 - ସତିଅର୍ ବାଟ୍ ନୁଆ ନିୟମ୍ 202028 ସବୁ ବିସଇ କିରିସଟର୍ ତଲେ ସଙ୍ଗଇଲା ପଚେ, ନିଜେ କିରିସ୍ଟ ଜେ କି ପଅ, ସେ ପର୍ମେସରର୍ ତଲିଆ ଅଇ ରଇସି । ସବୁ ବିସଇ ପର୍ମେସର୍ ତାର୍ ତଲିଆ କରି ସଙ୍ଗଇଆଚେ ଆରି ପର୍ମେସର୍ ପୁରାପୁରୁନ୍ ସବୁର୍ ଉପ୍ରେ ସାସନ୍ କର୍ସି । အခန်းကိုကြည့်ပါ။ |