୧ମ କରନ୍ତିୟ 15:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ଜଦି କିରିସ୍ଟର୍ ଟାନେ ଆମର୍ ଆସା କରିରଇବାଟା ଏ ଜଗତର୍ ଜିବନ୍ ସଙ୍ଗ୍ ସାର୍ସି, ତେବେ ସବୁଲକର୍ ତେଇଅନି ଆମର୍ କେଡେକ୍ କାକୁର୍ତିର୍ କରମ୍ । အခန်းကိုကြည့်ပါ။ |
ତାର୍ପଚେ ସର୍ଗେଅନି ମୁଇ ଏନ୍ତାରି ସୁନ୍ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍ରୁଟାନେ ମିସ୍ଲାପଚେ ମରିଜିବାଇ ସେ ଲକ୍ମନ୍ କେଡେକ୍ କରମର୍ ଲକ୍ । ଉଁ ବଲି ଆତ୍ମା କଇଲାନି । ଏଟା ସତଇସେ ଗଟ୍ସି, ତାକର୍ ଆବଡ୍ କାମେଅନି ଚନେକ୍ ପୁଣ୍ଡ୍ବାକେ ସେଟା ତାକର୍ ବେଲା ରଇସି । କାଇକେବଇଲେ ସେମନ୍ କରିରଇବା ନିକ କାମର୍ ଲାଗି ସେମନ୍ ପୁରୁସ୍କାର୍ ପାଇବାଇ ।”