16 ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ, କିରିସ୍ଟକେ ମିସା ଉଟାଏ ନାଇ ।
ଜଦି ତମର୍ ବିତ୍ରେ ଜିସୁକେ ମଲାତେଇଅନି ଉଟାଇଲା ପରମେସରର୍ ଆତ୍ମା ଆଚେ, ତେବେ ସେ ଆତ୍ମାର୍ ସାଇଜ ସଙ୍ଗ୍, ପରମେସର୍ ଜେ କି କିରିସ୍ଟକେ ମଲାତେଇଅନି ଉଟାଇଲା, ସେନ୍ତିସେ ତମର୍ କୁଇଜିବା ଗାଗଡ୍ ମିସା ଜିବନ୍ କର୍ସି ।
ସେତ୍କିସେ ନଏଁ, ଆମେ ପର୍ମେସରର୍ ବିସଇର୍ ମିଚ୍ ସାକି ଦେଇତେରଇଲୁ ବଲି ଜାନାପଡ୍ସି । କାଇକେବଇଲେ ଆମେ କିରିସ୍ଟକେ ଜିବନ୍ କରାଇ ଉଟାଇ ଆଚେ ବଲି କଇରଇଲୁ । ମାତର୍ ମଲାଲକ୍ ଜିବନ୍ ଅଇ ନ ଉଟତ୍, ସେଟା ଜଦି ସତ୍, ସେନ୍ତାର୍ଆଲେ ପର୍ମେସର୍ କିରିସ୍ଟକେ ଜିବନ୍ କରାଇ ଉଟାଏ ନାଇ ।
ଜଦି କିରିସ୍ଟକେ ଉଟାଏ ନାଇ, ତେବେ ତମର୍ ବିସ୍ବାସ୍ କର୍ବାଟା ଚୁଚାଇସେ । ଆରି ତମେ ଏବେ ଜାକ ନିଜର୍ ନିଜର୍ ପାପେ ଆଚାସ୍ ।
ମଲାଲକ୍କେ ଆରିତରେକ୍ ନ ଉଟାଏ, ଜଦି ଏଟା କେନ୍ତାର୍ ଜେ ମଲା ଲକ୍ମନର୍ ପାଇ ତାର୍ ମଇତର୍ମନ୍ ଡୁବନ୍ ନେଲାଇନି ? ତେବେ ସେମନ୍କେ କାଇଟା ମିଲ୍ସି ? ଜଦି ମଲାଲକ୍ମନ୍କେ ନ ଉଟାଅତ୍, ସେନ୍ତାର୍ ଆଲେ କାଇକେ ଏମନ୍ ମଲା ଲକ୍ମନର୍ପାଇ ଡୁବନ୍ ନେଲାଇନି ?
ତାକେ ତପିରଇଲାଇଜେ, ସାସ୍ତର୍ ଇସାବେ ତିନ୍ଦିନ୍ ନ ଅଇତେ ତାକେ ପର୍ମେସର୍ ଜିବନ୍ କରି ଉଟାଇଲା ।