12 ଜଦି କିରିସ୍ଟକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଆଚେ ବଲି ଆମେ ସିକାଇଲୁନି, ତେବେ କାଇକେ ତମର୍ ବିତ୍ରେ କେତେଲକ୍, ମଲା ଲକ୍ମନର୍, ଆରି ତରେକ୍ ଜିବନ୍ ଅଇବାଟା ନଏଁ, ବଲି କଇଲାସ୍ନି ?
ପାଉଲର୍ଟାନେ, ମଲାଟାନେଅନି ଉଟ୍ଲା ବିସଇ ସୁନି ସେମନର୍ ବିତ୍ରେଅନି କେତେ ଲକ୍ ତାକେ କିଜାଇଲାଇ, ମାତର୍ ବିନ୍ ଲକ୍ମନ୍ କଇଲାଇ, “ତମର୍ତେଇଅନି ଆମେ ଆରିତରେକ୍ ଏ ବିସଇ ସୁନ୍ବାକେ ମନ୍ କଲୁନି ।”
କାଇକେବଇଲେ ସାଦୁକିମନର୍ ବିସ୍ବାସ୍ ଇସାବେ ମଲା ଲକ୍ମନ୍ ନ ଉଟତ୍ । ସରଗର୍ ଦୁତ୍ କି ଆତ୍ମା ମିସା ନାଇ ବଲି, ବିସ୍ବାସ୍ କର୍ବାଇ, ମାତର୍ ପାରୁସିମନ୍ ଏ ତିନ୍ଟା ଜାକ ବିସ୍ବାସ୍ କର୍ତେରଇଲାଇ ।
ପର୍ମେସର୍ ମଲା ଲକ୍କେ ଉଟାଇସି, ବଲି କାଇକେ ବିସ୍ବାସ୍ କରିନାପାର୍ଲାସ୍ନି ?
ଅଇଲେ ମିସା ମୁଇ ସୁବ୍କବର୍ ଜାନାଇଲେ କି ସେମନ୍ ଜାନାଇଲେ ମିସା କିଚି ବିନ୍ ନାଇ । କାଇକେବଇଲେ ଆମେ ସବୁ ଜାନାଇବାଟା ଗଟେକ୍ ବିସଇସେ । ସେଟା ତମେ ବିସ୍ବାସ୍ କରିଆଚାସ୍ ।
ସେ ସବୁବେଲେ ସତ୍ କାମ୍ କର୍ବାକେ ଆରି ବାକିଅତେଇ ତବିର୍ ଅଇ ରଇବାକେ ସାଇଜ କର ।
ସେମନ୍ ମଲାଲକ୍ ଉଟି ସାରିଆଚେ ବଲି କଇକରି ସତ୍କେ ଚାଡିଦେଇଆଚତ୍ । ଏନ୍ତାରି କଇକରି କେତେ କେତେ ଲକର୍ ବିସ୍ବାସ୍ ନସାଇଦେଇ ଆଚତ୍ ।