୧ମ କରନ୍ତିୟ 15:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ଅଇଲେ ମିସା, ପର୍ମେସରର୍ ଜିବନ୍ ଦୁକାଇଲାଟାନେଅନି ମୁଇ ଏବେ ଏନ୍ତାରି ଆଚି । ତାର୍ ଜିବନ୍ ଦୁକାଇଲାଟା ମକେ ଦାରି ଆଚେ ବଲି ଜାନା ପଡ୍ଲାନି । କାଇକେବଇଲେ ମର୍ ସଙ୍ଗର୍ ପେରିତ୍ ମନର୍ଟାନେଅନି ମୁଇ ଅଦିକ୍ କାମ୍ କରିଆଚି । ମାତର୍ ସେଟା ମର୍ ନିଜର୍ ବପୁସଙ୍ଗ୍ ନାଇ, ପର୍ମେସର୍ ଜିବନ୍ ଦୁକାଇ ମକେ ସାଇଜ କଲା । အခန်းကိုကြည့်ပါ။ |