୧ମ କରନ୍ତିୟ 14:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ତେବେ ଏ ବାଇବଇନିମନ୍ ମୁଇ ତମର୍ଟାନେ ଆଇଲାବେଲେ, ଜଦି ନାଜାନ୍ଲା ବାସାଇ କାତା କଇଲେ, ତମ୍କେ କେନ୍ତି ଡାଟ୍ କରାଇବି ? ମୁଲ୍କେ ନାଇ, ଜଦି ମୁଇ ପର୍ମେସର୍ ଟାନେଅନି ପାଇଲା ବାକିଅ, କି ଗିଆନ୍, କି ବବିସତ୍ କାତା ସିକ୍ବା ବିସଇ ନ ଜାନାଇଲେ, ତେବେ ତମ୍କେ କେନ୍ତି ଡାଟ୍ କରାଇବି ? အခန်းကိုကြည့်ပါ။ |
ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି । ତେବର୍ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍ରି ଏତାଇତେ ର । ଜେନ୍ତାରିକି ପର୍ମେସର୍କେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଦରମ୍ କାମ୍ କର୍ବାକେ ମନ୍ଦିଆନ୍ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍ପାଇ ସେଟା ନିକ ଆରି କାମ୍କେ ଆଇସି ।