38 ଜଦି ସେ ଏ ସବୁ କାତା ନ ସୁନେ କି ନ ମାନେ, ତମେ ମିସା ତାର୍ କାତା ସୁନା ନାଇ କି ମାନା ନାଇ ।
ସେମନର୍ ବିସଇନେଇ ତେରେପେତେ ଉଆନାଇ । ସେମନ୍ କାଣାମନ୍କେ ବାଟ୍ ଦେକାଉ କାଣାମନ୍ । ଗଟେକ୍ କାଣା ଆରି ଗଟେକ୍ କାଣାକେ ବାଟ୍ଦେକାଇଲେ ଦୁଇ ଲକ୍ ଜାକ କାଲେ ଅଦର୍ବାଇ ।”
ସୁକଲ୍ ଦିନ୍ସୁ କୁକୁର୍ମନ୍କେ ଦିଆସ୍ ନାଇ, ସେମନ୍ ପାସ୍ଲିକରି ତମ୍କେ ଚାବିପାକାଇବାଇ । ଗୁସ୍ରି ମନର୍ ମୁଆଟେ ମୁକ୍ତା ପାକାଆ ନାଇ, ସେମନ୍ ମୁକ୍ତାର୍ ମୁଲିଅ ନ ବୁଜିକରି ମାଣ୍ଡିପାକାଇବାଇ ।
କେ ଜଦି ତମର୍ ବିତ୍ରେ ପର୍ମେସରର୍ ବାକିଅ ଜାନାଇବା ଲକ୍ କି ସୁକଲ୍ ଆତ୍ମା ଅନି ଦାନ୍ ପାଇଲିଆଚି ବଲି ବାବ୍ସି, ସେନ୍ତିଆଲେ ମୁଇ ତମ୍କେ ଜାଇ ଜାଇଟା ଲେକ୍ଲିନି, ସେ ସବୁ ଜେ ମାପ୍ରୁର୍ ଆଦେସ୍, ଏଟା ସେ ଜାନ୍ବାର୍ ଆଚେ ।
ସେଟାର୍ପାଇ ଏ ବାଇବଇନିମନ୍ ପର୍ମେସରର୍ କାତା ଜାନାଇବାକେ ମନ୍ କରା, ମାତର୍ ନ ବୁଜ୍ବା ବାସାଇ କାତା କଇବାକେ କାକେ ନିଚୁ ବଲି କୁଆନାଇ ।