36 କାଇଟା ? ପର୍ମେସରର୍ ବାକିଅ ତମର୍ ଟାନେଅନି ଜାତ୍ ଅଇଲା ଆଚେ କି ? ସେ ବାକିଅ କାଇ ତମର୍ଟାନେସେ ଆସିରଇଲା କି ? ନାଇ ଆସି ନ ରଇଲା ।
ପାଉଲ୍ ଆରି ସିଲା ଅମ୍ପିପଲି ଆରି ଆପଲନିଆ ବାଟ୍ଦେଇ ତେସ୍ଲନି ଜାଗାଇ କେଟ୍ଲାଇ । ତେଇ ଜିଉଦିମନର୍ ଗଟେକ୍ ପାର୍ତନା ଗର୍ ରଇଲା ।
ପାଉଲ୍କେ ଡାକିନେବା ଲକ୍ମନ୍, ତାର୍ ସଙ୍ଗ୍ ଆତେନସ୍ ଜାକ ଗାଲାଇ । ତେଇଅନି ସେମନ୍ ବେରିଆଇ ବାଉଡି ଆସି, ସିଲା ଆରି ତିମତିକେ କଇଲାଇ, “ତମ୍କେ ପାଉଲ୍ ବେଗି ମିସ୍ବାକେ କବର୍ ପାଟାଇ ଆଦେସ୍ ଦେଲାଆଚେ ।”
ସେମନ୍ ଜଦି କାଇ ବିସଇ ବୁଜ୍ବାକେ ମନ୍ କଲାଇନି, ଗରେ ଜାଇ କରି ନିଜର୍ ମୁନୁସ୍କେ ପାଚାର । କାଇକେବଇଲେ ମଣ୍ଡଲିଟାନେ କାତା କଇବାଟା ମାଇଜିମନର୍ ପାଇ ଗଟେକ୍ ଲାଜର୍ କାତା ।
କେ ଜଦି ତମର୍ ବିତ୍ରେ ପର୍ମେସରର୍ ବାକିଅ ଜାନାଇବା ଲକ୍ କି ସୁକଲ୍ ଆତ୍ମା ଅନି ଦାନ୍ ପାଇଲିଆଚି ବଲି ବାବ୍ସି, ସେନ୍ତିଆଲେ ମୁଇ ତମ୍କେ ଜାଇ ଜାଇଟା ଲେକ୍ଲିନି, ସେ ସବୁ ଜେ ମାପ୍ରୁର୍ ଆଦେସ୍, ଏଟା ସେ ଜାନ୍ବାର୍ ଆଚେ ।
କାଇକେବଇଲେ ବିନ୍ ଲକର୍ଟାନେଅନି କେ ତମ୍କେ ବଡ୍ କରତ୍ ନାଇ । ଆରି ଜନ୍ ଗୁଣ୍ ତମେ ଦାନ୍ ଇସାବେ ମିଲାଇଆଚାସ୍ ସେଟା ପର୍ମେସର୍ ଦେଲାଆଚେ । ତେବେ ତମର୍ ନିଜର୍ଟା ବଲି ବଡ୍ପନ୍ ଅଇ କଇ ନାପାରାସ୍ ।
ତମର୍ଲଗେଅନି ମାସିଦନିଆ ଆରି ଆକାୟାର୍ ଜାଗାମନ୍କେ ଅବ୍କା ମାପ୍ରୁର୍ ସୁବ୍କବର୍ସେ ବିଚି ନ ଅଇରଇଲା । ମାତର୍ ତମେ ମାପ୍ରୁକେ ବିସ୍ବାସ୍ କରିରଇବା କାତା ସବୁ ବାଟେ ଜାନାପଡ୍ଲା ଆଚେ । ଏ ବିସଇ ଆରି ଆମେ ଅଦିକ୍ କଇବା ଦର୍କାର୍ ନାଇ ।