୧ମ କରନ୍ତିୟ 14:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ମାତର୍ ଜେ ପର୍ମେସରର୍ ବାକିଅ ଜାନାଇସି, ଲକ୍ମନର୍ ସଙ୍ଗ୍ କାତା ଅଇସି । ଜେନ୍ତାରିକି, ସେମନ୍କେ ସାଇଜ, ସାର୍ଦା ଆରି ଦୁକ୍ ସାରାଇବାଟା ଦେଇରଇସି । အခန်းကိုကြည့်ပါ။ |
ବିନ୍ ଲକ୍ମନ୍କେ ସାର୍ଦା କରାଇବାକେ ବପୁ ଦେଇରଇଲେ, ସେଟା କର୍ତେ ରଉଁ । ଅର୍କିତ୍ ଲକ୍ମନ୍କେ ଦାନ୍ କର୍ବା ବପୁ ଦେଇରଇଲେ, କାଇଟା ନ ବାବିକରି ଦାନ୍ କରୁ । ବିନ୍ ଲକର୍ କାମ୍କେ ଦେକାରକା କର୍ବା ଅଦିକାର୍ ଦେଇରଇଲେ, ନିଜେ ବେସି କାମ୍ କର୍ବାର୍ଆଚେ । ଜଦି ବିନ୍ ଲକ୍ମନ୍କେ ଦୟା ଦେକାଇବା ବପୁ ଦେଲାଆଚେ, ବିଜାର୍ ନ ଅଇ ସାର୍ଦା ସଙ୍ଗ୍ କର୍ବାର୍ ଆଚେ ।
ଏ ବାଇବଇନିମନ୍, ମର୍ କଇବା କାତା ଅଇଲାନି, ତମେ ଉପାସନା କର୍ବାକେ ରୁଣ୍ଡ୍ଲା ବେଲାଇ ଏନ୍ତାରି କରା । ତମର୍ ବିତ୍ରେଅନି କାକେ କାକେ ଗିତ୍ ଆଚେ, କାକେ କାକେ, ସିକିଆ ଦେବାଟା ଆଚେ, ଆରି କାକେ କାକେ ପର୍ମେସରର୍ ଟାନେ ଅନି କାତା ପାଇ, ସେଟା ଜାନାଇବାଟା ଆଚେ, କି ନାଜାନ୍ଲା ବାସାଇ କାତା କଇବାଟା ଆଚେ, ଆରି କାକେ କାକେ ନାଜାନ୍ଲା ବାସାଇ କଇଲା କାତାର୍ ଅରତ୍ ବୁଜାଇବା ବପୁ ଆଚେ, ଏନ୍ତି କାଇଟା ନଇଲେ କାଇଟା ଆଚେ । ଏଟା ସବୁ ଅଇସି, ତେବେ ମଣ୍ଡଲିର୍ ବିସ୍ବାସି ମନର୍ ବିସ୍ବାସ୍ ଡାଁଟ୍ ଅଇସି ।
ଜଦି ତାକର୍ ସାଉକାର୍ମନ୍ କିରିସ୍ଟକେ ବିସ୍ବାସ୍ କଲାଇନି, ସେନ୍ତାର୍ଆଲେ ବିସ୍ବାସି ସାଉକାର୍ମନ୍କେ, ବିସ୍ବାସ୍ ନ କର୍ବା ସାଉକାର୍ମନର୍ ତେଇଅନି, କିରିସ୍ଟର୍ଟାନେ ବାଇ ଇସାବେ ସନ୍ମାନ୍ ଉନା ଦେକାଇଲେ ଅଇସି ବଲିକରି ବାବ୍ବାର୍ ନାଇ । ତାର୍ ବାଦୁଲେ ସେମନର୍ପାଇ ଅଦିକ୍ ଆବଡ୍ କାମ୍ କର୍ବାର୍ ଆଚେ । କାଇକେବଇଲେ ସେମନ୍ ଜନ୍ ସାଉକାରର୍ପାଇ କାମ୍ କଲାଇନି, ସେମନ୍ ମିସା ବିସ୍ବାସି ଲକ୍ । ଆରି କିରିସ୍ଟର୍ଟାନେ ବାଇ ଇସାବେ ଆଲାଦ୍ କଲାଇନି । ବିସ୍ବାସି ମନ୍କେ ଏ ସର୍ତେ ବିସଇ ସିକାଆ । ଆରି ସେଟା କର୍ବାକେ ସେମନ୍କେ ସାର୍ଦା କର୍ ।