19 ମାତର୍ ମଣ୍ଡଲିର୍ ଉପାସନା ବେଲାଇ, ନାଜାନ୍ଲା ବାସାଇ ଅଜାର୍ ଅଜାର୍ ପଦ୍ ନ କଇକରି ସବୁଲକ୍ ବୁଜ୍ଲା ପାରା ପାଁଚ୍ଟା ପଦ୍ କଇବାଟା ନିକ ।
ଜେନ୍ତି ତୁଇ ସବୁ ବିସଇର୍ ସିକିଆ ପାଇଆଚୁସ୍, ସେ ସିକିଆର୍ ପୁରାପୁରୁନ୍ ସତ୍ ପାଇପାରୁସ୍ ।
ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି, ମୁଇ ତମର୍ ସବୁର୍ଟାନେଅନି ଅଦିକ୍, ନାଜାନ୍ଲା ବାସାଇ କାତା କଇପାରି ।
ଏ ବାଇବଇନିମନ୍ ତମେ ପିଲାମନର୍ ପାରା ଚିନ୍ତା କରାନାଇ । କାରାପ୍ ବିସଇତେଇ ପିଲାପାରା ଉଆ । ମାତର୍ ବୁଦି ଆରି ବିଚାର୍ କର୍ବାତେଇ ବଡ୍ ଲକର୍ ପାରା ଅଇବାର୍ ଦର୍କାର୍ ।
ଜେ ନାଜାନ୍ଲା ବାସାଇ କାତାଅଇସି, ସେଟା ତାର୍ ନିଜର୍ ବିସ୍ବାସ୍କେ ଡାଟ୍ କରାଇସି । ମାତର୍ ଜେ କି ପର୍ମେସରର୍ ବାକିଅ ଜାନାଇସି, ସେ ଗୁଲାଇ ମଣ୍ଡଲିର୍ ବିସ୍ବାସ୍ ଡାଟ୍ କରାଇସି ।