11 ମାତର୍ କାତାଅଇରଇବା ବାସା ଜଦି ମୁଇ ବୁଜି ନାପାର୍ଲିନି, ସେ ବାସାଇ କାତା ଅଇବା ଲକ୍ମନ୍ ମର୍ ଅଚିନାର୍ ଲକ୍ ପାରା, ମୁଇ ମିସା ସେମନର୍ପାଇ ଅଚିନାର୍ ପାରା ।
ତେଇ ପୁର୍ବେଅନି ରଇବା ଲକ୍ମନ୍ ଆମ୍କେ ଆଲାଦ୍ ଦେକାଇଲାଇ, ସେବେଲେ ବର୍ସା ମାରି ସିତ୍ ଅଇତେ ରଇଲା । ସେଟାର୍ ପାଇ ସେମନ୍ ଆମ୍କେ ଜଇ ଲାଗାଇ ଗତିଆ ମାନ୍ଲାଇ ।
ସେ ଜାଗାର୍ ଲକ୍ମନ୍ ପାଉଲର୍ ଆତେ ଚାବିକରି ଡସି ଜୁଲ୍ତେ ରଇବା ସାଁପ୍କେ ଦେକି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏ ବାଇଦରେ ଗଟେକ୍ ନର୍ମାରୁ ଲକ୍, ସେ ଜାଇଟା ମିସା ଅ ବେ, ସେ ସମ୍ଦୁରେ ରକିଆ ପାଇରଇଲେ ମିସା ତାର୍ କରମ୍ ତାକେ ବଁଚ୍ବାକେ ନ ଦେଏ ।”
କାଇକେବଇଲେ, ଗିରିକ୍ ଲକ୍ମନର୍ ପାରା ଗିଆନ୍ ରଇଲେ ମିସା, ମୁର୍କ ଲକ୍ ଅଇରଇଲେ ମିସା, ସିକିରଇବା ଲକ୍ ଅଇରଇଲେ ମିସା, କି ନ ସିକିରଇବା ଲକ୍ ଅଇରଇଲେ ମିସା, ଏ ସବୁ ଦଲର୍ ଲକ୍ମନର୍ ପାଇ ମର୍ ଦାଇତ୍ ଆଚେ ।
ଏ ଜଗତେ କେତେକ୍ କେତେକ୍ ବାସା ଆଚେ । ଆରି ସେଟାର୍ ସବୁର୍ ଅରତ୍ ଆଚେ ।
ସାସ୍ତରେ ଲେକାଆଚେ, ମାପ୍ରୁ କଇଲାନି, ବିନ୍ ବାସା କଇବା ଲକ୍ମନର୍ ବାଟେଅନି ଏ ଲକର୍ ସଙ୍ଗ୍ ମୁଇ କାତା ଅଇବି । ନାଜାନ୍ବା ବାସା କଇବା ଲକର୍ ଟଣ୍ଡେଅନି ମୁଇ ଏ ଜାତିସଙ୍ଗ୍ କାତା ଅଇବି, ଏଲେ ମିସା ସେମନ୍ ମର୍ କାତା ନ ସୁନତ୍ ।
ତମେ ଜିଉଦି ଲକ୍ ଉଆ କି ଜିଉଦି ନ ଅଇଲା ଲକ୍ ଉଆ, ସୁନତ୍ ଅଇଲାଲକ୍ କି ସୁନତ୍ ନ ଅଇଲା ଲକ୍, ଦାପ୍ରେ ରିସା ଅଇ ମାରିମରାଇବା ଲକ୍ କି ବିନ୍ ଦେସର୍ ଗତିଦାଙ୍ଗ୍ଡା କି ମୁକ୍ଲାଇଲା ଲକ୍, ସେଟା କାଇଟା ନଏଁ । ମାତର୍ କିରିସ୍ଟ ସବୁର୍ଟାନେ ଆଚେ ଆରି ସେ ଆକା ସବୁର୍ ଉପ୍ରେ ସାସନ୍ କଲାନି ।