୧ମ କରନ୍ତିୟ 13:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ଜଦି ମୁଇ ଲକ୍ମନର୍ ବାସାଇ କି ସରଗର୍ ଦୁତ୍ମନର୍ ବାସାଇ କାତା ଅଇବି । ମର୍ ବାଇମନ୍କେ ମୁଇ ଆଲାଦ୍ ନ କରି ବଇଲେ, ମର୍ କାତା ଚୁଚାଇସେ, ଜେନ୍ତିକି ଗଟେକ୍ ସବଦ୍ ଅଇକରି ବାଜ୍ବା ଗଁଟା ପାରା । အခန်းကိုကြည့်ပါ။ |
ତମେ ସବୁଲକ୍ ନାଜାନ୍ଲା ବାସାଇ କାତା ଅଇଲେ ମୁଇ ସାର୍ଦା ଅଇବି । ମାତର୍ ପର୍ମେସରର୍ ବାକିଅ ଜାନାଇବାକେ ବପୁ ଉଆ ବଲି ମୁଇ ଅଦିକ୍ ମନ୍ କଲିନି । କାଇକେବଇଲେ ପର୍ମେସରର୍ ବାକିଅ ପାଇକରି ଜାନାଇବା ଲକ୍, ନାଜାନ୍ବା ବାସାଇ କାତା ଅଇବା ଲକର୍ ଟାନେଅନି ମୁକିଅ । ଜଦି ମଣ୍ଡଲିର୍ କେ ମିସା ସେ କଇଲା ବିସଇର୍ ଅରତ୍ ନ ବୁଜାଇବାଜାକ ଗୁଲାଇ ମଣ୍ଡଲି ସାଇଜ ନଏଁ ।