6 କାମ୍ କର୍ବା ବପୁ ବିନ୍ ବିନ୍ ରକାମର୍, ମାତର୍ ପର୍ମେସର୍ ଗଟେକ୍ । ସେ ଆକା ସବୁକେ ବପୁ ଦେଲାନି ।
ମାତର୍ ଜିସୁ ସେମନ୍କେ କଇଲା, “ମର୍ବାବା ପର୍ମେସର୍ ସବୁବେଲା କାମ୍କଲାନି, ମୁଇ ମିସା ସେନ୍ତି କାମ୍ କଲିନି ।”
ମାତର୍ ଏ ସବୁଜାକ ବପୁ ଗଟେକ୍ ଆତ୍ମାସେ କରି ରଇସି । ସେ ନିଜର୍ ମନ୍ କଲା ଇସାବେ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ ବିସଇର୍ ଦାନ୍ ଦେଇରଇସି ।
ସେବା ବିନ୍ ବିନ୍ ରକାମର୍, ମାତର୍ ଜନ୍ ମାପ୍ରୁ ସେବା ପାଇଲାନି, ସେ ଗଟେକ୍ ସେ ।
ସବୁ ବିସଇ କିରିସଟର୍ ତଲେ ସଙ୍ଗଇଲା ପଚେ, ନିଜେ କିରିସ୍ଟ ଜେ କି ପଅ, ସେ ପର୍ମେସରର୍ ତଲିଆ ଅଇ ରଇସି । ସବୁ ବିସଇ ପର୍ମେସର୍ ତାର୍ ତଲିଆ କରି ସଙ୍ଗଇଆଚେ ଆରି ପର୍ମେସର୍ ପୁରାପୁରୁନ୍ ସବୁର୍ ଉପ୍ରେ ସାସନ୍ କର୍ସି ।
ସେନ୍ତିସେ ଜେ ରପିରଇସି ଆରି ଜେ ପାନି ଦେଇସି, ତାକର୍ କାଇଟା ନାଇ, ଜେ ବଡାଇରଇସି, ସେ ପର୍ମେସର୍ ସେ ସବୁଟା ।
ଗଟେକ୍ ପର୍ମେସର୍କେ ଆମେ ଉପାସନା କଲୁନି । ଜେ କି ସବୁର୍ ବାବା ଅଇଆଚେ । ସେ ଆମର୍ ବିତ୍ରେ ରଇକରି ଆରି ଆମ୍କେ ଦେଇକରି ସବୁର୍ ଉପ୍ରେ ସାସନ୍ କଲାନି ।
ପର୍ମେସର୍ ନିଜେ ତମର୍ ବିତ୍ରେ ଏ କାମ୍ କଲାର୍ପାଇ ତମେ ଏଟା କରିପାର୍ସା । ତମ୍କେ ଜାଇଟା କରତ୍ ବଲି ସେ ମନ୍ କଲାନି, ସେ ସମାନ୍ ମନ୍ କର୍ବାଟା, ତମ୍କେ ମିସା ଦେଇସି । ଆରି ସେଟା କର୍ବାକେ ବପୁ ମିସା ଦେଇସି ।
ଏ କାମ୍ ମୁଇ ପୁରାପୁରୁନ୍ କର୍ବାକେ ମକେ କିରିସ୍ଟ ଦେଇରଇବା ବଡ୍ ବପୁସଙ୍ଗ୍ ଆବଡ୍ ଅଇ କଲିନି ।
ତମେ ଜିଉଦି ଲକ୍ ଉଆ କି ଜିଉଦି ନ ଅଇଲା ଲକ୍ ଉଆ, ସୁନତ୍ ଅଇଲାଲକ୍ କି ସୁନତ୍ ନ ଅଇଲା ଲକ୍, ଦାପ୍ରେ ରିସା ଅଇ ମାରିମରାଇବା ଲକ୍ କି ବିନ୍ ଦେସର୍ ଗତିଦାଙ୍ଗ୍ଡା କି ମୁକ୍ଲାଇଲା ଲକ୍, ସେଟା କାଇଟା ନଏଁ । ମାତର୍ କିରିସ୍ଟ ସବୁର୍ଟାନେ ଆଚେ ଆରି ସେ ଆକା ସବୁର୍ ଉପ୍ରେ ସାସନ୍ କଲାନି ।
ଜିସୁକିରିସ୍ଟର୍ ଲାଗି ସାନ୍ତି ଦେବା ପର୍ମେସର୍ ତମ୍କେ ସବୁ ରକାମର୍ ସାଇଜ ଦେଅ । ଜେନ୍ତାରି କି ସେ ମନ୍ କଲାଟା ତମେ ପୁରାପୁରୁନ୍ କର୍ସା । ଆମେ କର୍ବା କାମ୍ ତାକେ ସାର୍ଦା ଦେଅ । ଜିସୁକିରିସ୍ଟକେ ଆମେ ନ ସାର୍ବା ଦିନ୍ଜାକ ଡାକ୍ପୁଟା ଦେଉଁ ।