୧ମ କରନ୍ତିୟ 12:28 - ସତିଅର୍ ବାଟ୍ ନୁଆ ନିୟମ୍ 202028 କିରିସ୍ଟର୍ ଏ ଗାଗ୍ଡେ ପର୍ମେସର୍ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ କାମ୍ ଦେଲାଆଚେ । ପର୍ତୁମ୍ ପେରିତ୍ ଇସାବେ ବାଚ୍ଲା ଲକ୍, ତାର୍ ପଚେ ବବିସତ୍ କାତା କଇବା ଲକ୍ମନ୍କେ, ସିକାଉମନ୍କେ, କାବାଅଇଜିବା କାମ୍ କର୍ବା ଲକ୍କେ, ନିକ କର୍ବା ଲକ୍ମନ୍କେ, ସାଇଜ କର୍ବା ଲକ୍ମନ୍କେ, ନେତା ଇସାବେ ଦାଇତ୍ ନେବାକେ, ଆରି ନାଜାନ୍ଲା ବାସାଇ କାତା କଇବା ଲକ୍ମନ୍କେ ବାଚ୍ଲା ଆଚେ । အခန်းကိုကြည့်ပါ။ |
ତମେ ସବୁଲକ୍ ନାଜାନ୍ଲା ବାସାଇ କାତା ଅଇଲେ ମୁଇ ସାର୍ଦା ଅଇବି । ମାତର୍ ପର୍ମେସରର୍ ବାକିଅ ଜାନାଇବାକେ ବପୁ ଉଆ ବଲି ମୁଇ ଅଦିକ୍ ମନ୍ କଲିନି । କାଇକେବଇଲେ ପର୍ମେସରର୍ ବାକିଅ ପାଇକରି ଜାନାଇବା ଲକ୍, ନାଜାନ୍ବା ବାସାଇ କାତା ଅଇବା ଲକର୍ ଟାନେଅନି ମୁକିଅ । ଜଦି ମଣ୍ଡଲିର୍ କେ ମିସା ସେ କଇଲା ବିସଇର୍ ଅରତ୍ ନ ବୁଜାଇବାଜାକ ଗୁଲାଇ ମଣ୍ଡଲି ସାଇଜ ନଏଁ ।
ତମର୍ ମୁକିଅ ଲକ୍ମନର୍ କାତା ମାନିକରି ଆଦେସ୍ ଦେଲାଟା କରା । ସେମନ୍ ଜାଗୁଆଲ୍ମନର୍ ପାରା ନ ତାକିକରି ତମର୍ ଆତ୍ମାମନ୍କେ ଜତନ୍ କଲାନି । କାଇକେବଇଲେ ସେମନ୍କେ ତାକର୍ କରିରଇବା କାମ୍ ପର୍ମେସର୍ କେ ଇସାବ୍ ଦେବାକେ ପଡ୍ସି । ତମେ ଜଦି ତାକର୍ କାତା ମାନ୍ସା, ସେମନ୍ ସାର୍ଦା ସଙ୍ଗ୍ ସେବା କାମ୍ କର୍ବାଇ । ତମେ ତାକର୍ କାତା ନ ମାନ୍ଲେ, ସେମନ୍ ଦୁକ୍ ଅଇବାଇ । ତେବେ ତମ୍କେ କାଇ ସାଇଜ ନଏଁ ।