୧ମ କରନ୍ତିୟ 12:24 - ସତିଅର୍ ବାଟ୍ ନୁଆ ନିୟମ୍ 202024 ଆରି ଜନ୍ ବାଗ୍ ବାଇରେ ଅନି ସୁନ୍ଦର୍ ଡିସ୍ସି, ସେଟାମନ୍ ସେନ୍ତାରି ଜତନ୍ କର୍ବା ଦର୍କାର୍ ନାଇ । ପର୍ମେସର୍ ଆମର୍ ଗାଗଡର୍ ବାଗ୍ମନ୍କେ କାଇକେ ଏନ୍ତି ସାଜାଇଲା ବଇଲେ, ଜନ୍ଟାକି ବେସି ମୁକିଅ ନାଇ ବଲି ଆମେ ବାବ୍ଲୁନି, ସେଟାମନ୍କେ ଆମେ ନିକସଙ୍ଗ୍ ଜତନ୍ କରି ସନ୍ମାନ୍ ଦେବୁ । အခန်းကိုကြည့်ပါ။ |