22 କାଇକେବଇଲେ ଜନ୍ ଗାଗଡର୍ ବାଗ୍ ବିନ୍ଟାମନର୍ ତେଇଅନି ଦୁର୍ବଲ୍ ଆଚେ ବଲି ଆମେ ବାବ୍ଲୁନି, ସେଟାମନ୍ସେ ଆମ୍କେ ବେସି ଲଡାକେ ଆଇସି ।
ତର୍ ଟାନେ ମର୍ କାଇ ଲଡା ନାଇ, ବଲି ଆଁକି ଆତ୍କେ କଇନାପାରେ କି, ମୁଣ୍ଡ୍ ପାଦ୍କେ କଇ ନାପାରେ ।
ଆରି ଜନ୍ ଗାଗଡର୍ ବାଗ୍ ବେସି ମୁକିଅ ନାଇ, ଆରି ସୁନ୍ଦର୍ ନ ଡିସେ, ସେଟାମନ୍ସେ ଆମେ ନିକସଙ୍ଗ୍ ଜତନ୍ କରି ଡାବ୍ଲୁନି ।
ତମେ ଆମର୍ ପାଇ ପାର୍ତନା କରି ଆମ୍କେ ସାଇଜ କର୍ବାର୍ ଆଚେ । ସେନ୍ତାର୍ କଲେ ପର୍ମେସର୍ ସବୁ ପାର୍ତନାଇ ମାଙ୍ଗ୍ଲାଟା ପାଟାଇସି । ଆରି ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ । କାଇକେବଇଲେ ସେ ଆମ୍କେ ଆସିର୍ବାଦ୍ କଲାଆଚେ ।