17 ସବୁ ଗାଗଡ୍ ଜଦି ଗଟେକ୍ ଆଁକିସେ ରଇଲେ, ତେବେ ସୁନ୍ବାଟା କନ୍ତି ରଇତା ? ସବୁ ଗାଗଡ୍ ଜଦି ଗଟେକ୍ କାନ୍ସେ ଅଇତା, ତେବେ ସୁଙ୍ଗ୍ବାଟା କନ୍ତି ରଇତା ?
ସେନ୍ତିସେ କାନ୍ ଜଦି, ମୁଇ ଆଁକି ନଇ, ମୁଇ ଗାଗଡେ ମିସ୍ବାଟା ନଇ ସେନ୍ତି କଇଲେ ମିସା ଆଁକି ଗାଗଡର୍ଟାସେ ।
ମାତର୍ ଗାଗଡ୍ ସେନ୍ତାରି ନଏଁ । କାଇକେବଇଲେ ପର୍ମେସର୍ ତାର୍ ନିଜର୍ ମନ୍ କଲା ଇସାବେ ଗାଗଡର୍ ସବୁ ବାଗ୍, ସମାନ୍ ଜାଗାଇ ସାଜାଡି ସଙ୍ଗଇଆଚେ ।
ତର୍ ଟାନେ ମର୍ କାଇ ଲଡା ନାଇ, ବଲି ଆଁକି ଆତ୍କେ କଇନାପାରେ କି, ମୁଣ୍ଡ୍ ପାଦ୍କେ କଇ ନାପାରେ ।
ସେମନ୍ ସବୁଲକ୍ ପେରିତ୍ ନଅତ୍ କି ବବିସତ୍ବକ୍ତା କି ସିକାଉମନ୍ ନଅତ୍ । ସବୁଲକ୍କେ କାବା ଅଇଜିବା କାମ୍ କର୍ବା ବପୁ ନାଇ ।