16 ସେନ୍ତିସେ କାନ୍ ଜଦି, ମୁଇ ଆଁକି ନଇ, ମୁଇ ଗାଗଡେ ମିସ୍ବାଟା ନଇ ସେନ୍ତି କଇଲେ ମିସା ଆଁକି ଗାଗଡର୍ଟାସେ ।
ତମେ କିରିସ୍ଟର୍ଟାନେ ବାଇବଇନି ଅଇଲାର୍ ପାଇ, ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରି ସନ୍ମାନ୍ କରା ।
ପରମେସର୍ ମକେ ଜିବନ୍ଦୁକାଇକରି ଅଦିକାର୍ ଦେଲାକେ ତମ୍କେ ସବୁ ଲକ୍କେ କଇଲିନି, । କେ ମିସା ମୁଇ ବିନ୍ ଲକର୍ଟାନେଅନି ବଡ୍ ବଲି ବାବାନାଇ । ପରମେସର୍ ତମ୍କେ ଜେତ୍କି ବିସ୍ବାସ୍ ଦେଲାଆଚେ, ସେତ୍କି ନିଜ୍କେ ବିଚାର୍ କରା ।
ଜଦି ପାଦ୍, “ମୁଇ ଆତ୍ ନଇ, ମୁଇ ଗାଗଡର୍ ନଇ ।” ବଲିକରି କଇଲେ ମିସା ପାଦ୍ ଗାଗ୍ଡର୍ ସେ ।
ସବୁ ଗାଗଡ୍ ଜଦି ଗଟେକ୍ ଆଁକିସେ ରଇଲେ, ତେବେ ସୁନ୍ବାଟା କନ୍ତି ରଇତା ? ସବୁ ଗାଗଡ୍ ଜଦି ଗଟେକ୍ କାନ୍ସେ ଅଇତା, ତେବେ ସୁଙ୍ଗ୍ବାଟା କନ୍ତି ରଇତା ?
କାଇକେବଇଲେ ଜନ୍ ଗାଗଡର୍ ବାଗ୍ ବିନ୍ଟାମନର୍ ତେଇଅନି ଦୁର୍ବଲ୍ ଆଚେ ବଲି ଆମେ ବାବ୍ଲୁନି, ସେଟାମନ୍ସେ ଆମ୍କେ ବେସି ଲଡାକେ ଆଇସି ।
ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ ।