14 ଆମର୍ ଗାଗଡ୍ ବିସଇ ଆରି ଗଟେକ୍ତର୍ ଚିନ୍ତା କରିଦେକୁ । ସେଟାକେ ଗଟେକ୍ ବାଗ୍ ନାଇ ମାତର୍ ବେସି ବାଗ୍ ଆଚେ ।
ଜେନ୍ତିକି ବିନ୍ ବିନ୍ ବାଗ୍ ମିସିକରି ରଇଲେ ମିସା ଗାଗଡ୍ ଗଟେକ୍ସେ, ସେନ୍ତାରିସେ କିରିସ୍ଟ ଗଟେକ୍ ଗାଗଡ୍ ପାରା । ଜନ୍ତେଇ କି ବିନ୍ ବାଗ୍ ମିସିଆଚତ୍ ।
ଜଦି ପାଦ୍, “ମୁଇ ଆତ୍ ନଇ, ମୁଇ ଗାଗଡର୍ ନଇ ।” ବଲିକରି କଇଲେ ମିସା ପାଦ୍ ଗାଗ୍ଡର୍ ସେ ।
ଆରି ଗାଗଡ୍କେ ଜଦି ଗଟେକ୍ସେ ବାଗ୍ ରଇତା, ତେବେ ଗାଗଡ୍ ବଲି କେନ୍ତି ବଲାଇ ଅଇତା ?
ମାତର୍ ସତ୍ ବିସଇ ଅଇଲାନି ବେସି ବାଗ୍ ରଇଲେ ମିସା ଗାଗଡ୍ ଗଟେକ୍ସେ ।
ତମର୍ ବିତ୍ରେ ମିଚ୍ କଇବାଟା ଚାଡିଦିଆସ୍, ନିଜର୍ ନିଜର୍ ବିତ୍ରେ ସତ୍ କୁଆକୁଇ ଉଆ । କାଇକେବଇଲେ ଆମେ ସବୁଲକ୍ ଗଟେକ୍ ଗାଗଡର୍ ବିନ୍ ବିନ୍ ବାଗ୍ ଅଇଲୁଆଚୁ ।