31 ମାତର୍ ଆମେ ଜଦି ନିଜ୍କେ ପରିକା କର୍ତା ଆଲେ, ପର୍ମେସରର୍ ଡଣ୍ଡ୍ ଆମର୍ ଉପ୍ରେ ନ ଆଇତା ।
ସେଟାର୍ପାଇ ତମେ ନିଜ୍କେ ପରିକା କରି ଦେକ୍ବାର୍ଆଚେ, ଦେକି ସାରାଇ ଏ ରୁଟି କାଇଅଇସି ଆରି ମୁତାଇଅନି ଡୁକି ଅଇସି ।
ସେଟାର୍ପାଇ ତମର୍ ବିତ୍ରେ ବେସି ଲକ୍ ଦୁର୍ବଲ୍ ଆଚାସ୍ ଆରି ବିନ୍ ବିନ୍ ଜର୍ ଦାରାଇ ଅଇଆଚାସ୍ ଆରି ମଲାସ୍ନି ମିସା ।
ମାତର୍ ଜଗତର୍ ଲକ୍ମନର୍ ପଚର୍ ଡଣ୍ଡ୍ଲଗେ ଅନି ଆମ୍କେ ରକିଆ କର୍ବାକେ ପର୍ମେସର୍ ଆମ୍କେ ବିଚାର୍ କରି ଦେଇସି ।
ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
ମର୍ପାଇ ରଇବା ଡାଟ୍ ଆଲାଦ୍ ମନେ ଏତାଆ । ପାପେଅନି ବାଉଡା । ଆରି ଆଗ୍ତୁ କର୍ତେରଇବା ନିକ କାମ୍ମନ୍ କରା । କାଇକେବଇଲେ ତମେ ପାପେଅନି ନ ବାଅଡ୍ଲେ, ମୁଇ ତମର୍ଟାନେ ଆଇବି ଆରି ତମର୍ ବତିଡାଣ୍ଡି ଗଟେକ୍ ଜାଗାଇଅନି ଆରି ଗଟେକ୍ ଜାଗାଇ ଗୁଚାଇଦେବି ।