24 ଏଟା ତମର୍ ପାଇ ବଲିଅଇରଇବା ମର୍ ଗାଗଡ୍, ମକେ ଏତାଇବାକେ ଏନ୍ତାର୍ କରା ।
ମୁଇ ତମ୍କେ ସତ୍କାତା କଇଲିନି, ଗୁଲାଇ ଜଗତେ ଜନ୍ ଜାଗାଇ ମିସା ମାପ୍ରୁର୍ ନିକ କବର୍ ଜାନାଇଅଇସି, ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
କାଇକେବଇଲେ ମାପ୍ରୁର୍ ସିକିଆ ପାଇଲି ଆଚି, ସେଟାସେ ମୁଇ ତମ୍କେ ସିକାଇଆଚି । ଜନ୍ ରାତି ଆମର୍ ମାପ୍ରୁ ଜିସୁ ବିସ୍ବାସେ ବିସ୍ ଦେଲାପାରା ଅଇଲା, ସେ ରୁଟିନେଇ, ପର୍ମେସର୍କେ ଦନିଅବାଦ୍ ଦେଲା ।
ସେନ୍ତାରିସେ କାଇଲା ପଚେ, ସେ ମୁତା ଦାରିକରି କଇଲା “ଏ ମୁତା ପର୍ମେସରର୍ ନୁଆ ରାଜିନାମା, ଜନ୍ଟା କି ମର୍ ନିଜର୍ ବନି ଦେଲାକେ, ଟିକ୍ ଅଇଲା ।”