12 ମାଇଜି ମୁନୁସର୍ ଗାଗ୍ଡେ ଅନି ଜାତ୍ ଅଇଲେମିସା, ମୁନୁସ୍ ମିସା ମାଇଜି ଜନମ୍ ଦେଲାକେ ଜାତ୍ ଅଇଆଚେ । ମାତର୍ ସବୁ ବିସଇ ପର୍ମେସର୍ ଟାନେଅନି ଜାତ୍ ଅଇଆଚେ ।
ତିଆର୍ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍ପାଇସେ । ପର୍ମେସର୍, କାଲେ କାଲେ ଜୁଗେ ଜୁଗେ, ତାର୍ ଡାକ୍ପୁଟା ଅ । ଆମେନ୍ !
ମାତର୍ ଆମେ ବିସ୍ବାସିମନର୍ପାଇ ମାଇଜି ନଇତେ ମୁନୁସ୍ ରଇ ନାପାରେ କି ମୁନୁସ୍ ନଇତେ ମାଇଜି ରଇ ନାପାରେ ।
ସେମନ୍ ରଇଲେ ମିସା ଆମର୍ ଗଟେକ୍ ଆକା ବାବା ପର୍ମେସର୍, ଜନ୍ ବାବା କି ସବୁ ତିଆର୍ କଲାଆଚେ, ଆରି ଆମେ ତାର୍ ଲାଗି ବଁଚ୍ଲୁନି, ମାତର୍ ଗଟେକ୍ ବଲି ମାପ୍ରୁ ଜିସୁ କିରିସ୍ଟ, ତାର୍ ଲାଗି ସବୁ ବିସଇ ଅଇଆଚେ, ଆରି ତାର୍ ଲାଗି ଆମେ ବଁଚ୍ଲୁନି ।
ଏଟା ସବୁ ପର୍ମେସର୍ କଲାଆଚେ । ସେ କିରିସ୍ଟକେ ଦେଇ ଆମ୍କେ ସତ୍ରୁ ରଇବା ତେଇଅନି ମଇତର୍ କରିଆଚେ । ବିନ୍ ଲକ୍ମନ୍କେ ମିସା ତାର୍ ମଇତର୍ କରାଇବା କାମ୍ ଆମ୍କେ ସର୍ପି ଦେଲାଆଚେ ।