28 ମାତର୍ କେମିସା ତମ୍କେ ଏ କାଦି ପୁଜା କଲାଟା । ବଲି କଇଲେ, ସେଟା ନିଚା । ଜେନ୍ତିକି ସେ କଇଲାର୍ପାଇ ଆରି ତମର୍ ବିବେକର୍ପାଇ ସେଟା କାଆ ନାଇ ।
ତମେ କାଇ କାଦି ମିସା କାଇଲାର୍ପାଇବଲି ଜଦି ତମର୍ ଗଟେକ୍ ବାଇକେ ଦୁକ୍ କରାଇସା, ସେନ୍ତାର୍ଆଲେ ତାର୍ପାଇ ତମର୍ କାଇ ଆଲାଦ୍ ନାଇ ପାରା ଆଚେ । ତମର୍ କାଇବା କାଦିର୍ଲାଗି ଆରିଗଟେକ୍ ଲକ୍ ମନ୍ କଲାନି । ସେଟା ନିକ ନଏଁ । କାଇକେବଇଲେ ସେ ମିସା ତମର୍ ସଙ୍ଗର୍ ବିସ୍ବାସି । ଆରି ତାର୍ ଜାଗାଇମିସା କିରିସ୍ଟ ମଲାଆଚେ ।
ଜେନ୍ତିକି ସାସ୍ତରେ ଲେକା ଅଇଲାପାରା ଏ ଗୁଲାଇ ଜଗତେ ରଇବାଟା ମାପ୍ରୁର୍ଟା ।
ଏଲେ ମିସା ଏ ସତ୍ ଗିଆନ୍ ସବୁଲକ୍ ନାଜାନତ୍ । ମାତର୍ କେତେଲକ୍ ଆଗେଅନି ଦେବି ଦେବ୍ତା ଆଚତ୍ ବଲି ବାବିକରି ସେମନ୍କେ ପୁଜା କରି ଆଇଲାଇନି । ସେମନର୍ ବିସ୍ବାସ୍ ଡାଟ୍ ନାଇଜେ ଦେବିଦେବ୍ତାମନ୍କେ ପୁଜ୍ଲାଟା କାଇଲେସରି ସେମନ୍ ସୁକଲ୍ ଅଇବାର୍ ନଏ ବଲି ବାବ୍ଲାଇନି ।
ମାତର୍ କାଇଟା କାଇଲାସ୍ନି ସେ ବିସଇନେଇ ଜାଗ୍ରତ୍ ରୁଆ । ତମେ ଜନ୍ଟା କାଇଲାର୍ ଲାଗି ତମର୍ ଜନ୍ ବାଇର୍ ବିସ୍ବାସ୍ ଡାଟ୍ ନାଇ, ସେ ତମର୍ଲାଗି ପାପ୍ କର୍ବାର୍ ନାଇ ।