୧ମ କରନ୍ତିୟ 10:27 - ସତିଅର୍ ବାଟ୍ ନୁଆ ନିୟମ୍ 202027 ଜଦି ବିସ୍ବାସ୍ ନ କଲା ଗଟେକ୍ ଲକ୍ ତମ୍କେ ତାର୍ ଗରେ କାଇବାକେ ଡାକ୍ଲେ, ତମେ ଜିବାକେ ମନ୍ କର୍ସା ବଇଲେ ତେଇ ତମ୍କେ ଜାଇଟା ଦେଲେ ମିସା ସେଟା କାଇଦିଆସ୍ । ମାତର୍ ତମର୍ ବିବେକର୍ ଲାଗି ଏଟା ପୁଜାକଲାଟା କି ନାଇ ? ବଲି ପାଚାରା ନାଇ । အခန်းကိုကြည့်ပါ။ |
ଆମେ ଲୁଚ୍ତେ ରଇବା କାମ୍ କି ଲାଜ୍ କରାଇବା କାମ୍ କରୁନାଇ । ଆମେ ଲକ୍ମନ୍କେ ନାଡାଉ ନାଇ । ଆମେ ଜାନାଇତେରଇବା ମାପ୍ରୁର୍ ବାକିଅ ତେଇ ମିଚ୍ ସିକିଆ ମିସାଉ ନାଇ । ମାତର୍ ସବୁଲକ୍ ବୁଜ୍ଲାପାରା ସତ୍ ସିକିଆ ଦେଲୁନି । ଜେନ୍ତାର୍ କି, ମୁଇ କଇଲା ବାକିଅ ଲକ୍ମନ୍ ତାକର୍ ବିବେକ୍ଟାନେ ସତ୍ ବଲି ଜାନ୍ବାଇ । ଆମେ କର୍ବା ସବୁ କାମ୍ ପର୍ମେସରର୍ ମୁଆଟେ ଆଚେ ।