25 ଆଟେ ବିକ୍ରି ଅଇବା ଜନ୍ ମାଉଁସ୍ ମିସା କାଇବାର୍ ତମର୍ ଅଦିକାର୍ ଆଚେ, ତମର୍ ବିବେକର୍ ପାଇ ଏଟା ପୁଜା କଲାଟା କି ନାଇ ? ବଲି ନ ପାଚାରି କାଇଦିଆସ୍ ।
ସେ ସବଦ୍ ଆରି କଇଲା “ପର୍ମେସର୍ ଜନ୍ଟା ସୁକଲ୍ କଲାଆଚେ ସେଟା ନିଚ୍ବାର୍ ନାଇ ।”
ସେଟାର୍ପାଇ ତମେ ସାସନ୍କାରିଆମନର୍ କାତା ମାନ୍ବାର୍ ଆଚେ । ଉଜେ ପରମେସରର୍ ଡଣ୍ଡ୍ ଡରିକରି ନାଇ, ମାତର୍ ନିଜର୍ ବୁଦିସଙ୍ଗ୍ ଏଟା ଟିକ୍ କାମ୍ ବଲି ଜାନିକରି ମିସା ଏଟା କର୍ବାର୍ ଆଚେ ।
ଜିସୁ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ପର୍ମେସର୍ ଦେକ୍ବା ଇସାବେ କାଇ କାଦି ମିସା ନିଚ୍ବାଟା ନାଇ ବଲି ମୁଇ ଜାନି । ମାତର୍ କାଇମିସା ଗଟେକ୍ କାଦି ପର୍ମେସର୍ ନିଚ୍ଲା ଆଚେ ବଲି ଗଟେକ୍ ଲକ୍ ବିସ୍ବାସ୍ କଲେ, ସେଟା ସେ ନ କାଇଲେ ତାର୍ପାଇ ନିକ ।
ଏଲେ ମିସା ଏ ସତ୍ ଗିଆନ୍ ସବୁଲକ୍ ନାଜାନତ୍ । ମାତର୍ କେତେଲକ୍ ଆଗେଅନି ଦେବି ଦେବ୍ତା ଆଚତ୍ ବଲି ବାବିକରି ସେମନ୍କେ ପୁଜା କରି ଆଇଲାଇନି । ସେମନର୍ ବିସ୍ବାସ୍ ଡାଟ୍ ନାଇଜେ ଦେବିଦେବ୍ତାମନ୍କେ ପୁଜ୍ଲାଟା କାଇଲେସରି ସେମନ୍ ସୁକଲ୍ ଅଇବାର୍ ନଏ ବଲି ବାବ୍ଲାଇନି ।
ସେନ୍ତାରି ସିକିଆ ଦେଉମନ୍ ବୁଲ୍ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍ମେସର୍ ତିଆର୍କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍ କାଦି ମିସା ନିଚ୍ବାର୍ ନାଇ । ତାର୍ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍ ଦେବାର୍ ଆଚେ ।
ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସୁକଲ୍ ରଇବାଇ, ସେନ୍ତାରିସେ ତାକର୍ପାଇ ସବୁ ବିସଇ ସୁକଲ୍ ରଇସି । ମାତର୍ ଜନ୍ ଲକ୍ମନର୍ ବିବେକ୍ ସେମନ୍କେ ଦସି କର୍ସି, ସେମନ୍ କାରାପ୍ ଅଇ ଜିସୁକିରିସ୍ଟକେ ବିସ୍ବାସ୍ ନ କଲେ, ତାକର୍ପାଇ କାଇ ବିସଇ ମିସା ସୁକଲ୍ ନାଇ ।